Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚଳନ୍ତା ହାଇଓ୍ବା ଗାଡିରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ
  • ||
  • Australian Open 2022 ଟାଇଟଲ୍ ଜିତିଲେ ଏଶ୍ଲେ ବାର୍ଟି, ଦେଶ ପାଇଁ ରଚିଲେ ଇତିହାସ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||

ସବୁଠୁ ବୁଦ୍ଧିମତୀ ହୋଇଥାନ୍ତି ଏହି ୨ରାଶିର ମହିଳାମାନେ

10/09/2019 at 3:49 PM

ଏହା ଶୁଣି ଆଚମ୍ବିତ ହେଲେ ମଧ୍ୟ ଏହା ସତ ଯେ, ରାଶି ଅନୁସାରେ ବ୍ୟକ୍ତିଙ୍କ ବୁଦ୍ଧି ଅନୁମାନ କରାଯାଏ। କାରଣ ମଣିଷ ବ୍ୟବହାରରୁ କାହାର ବୁଦ୍ଧି କେତେ ତାହା ଜଣା ପଡେ ନାହିଁ ହେଲେ ଜ୍ୟୋତିଷଶାସ୍ତ୍ର ଅନୁସାରେ ରାଶି ଦ୍ବାରା ମଣିଷର ବୁଦ୍ଧି ଜଣାପଡିଥାଏ ବୋଲି କୁହାଯାଏ।

ପ୍ରକୃତରେ ଜନ୍ମ ହେବା ସମୟରେ ଗ୍ରହର ସ୍ଥିତିକୁ ନେଇ ବ୍ୟକ୍ତିଙ୍କ ସ୍ବଭାବ ଓ ଗୁଣ ହୋଇଥାଏ ବୋଲି ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି। ଗ୍ରହମାନେ ୧୨ଟି ରାଶିର ପ୍ରତିନିଧିତ୍ବ କରିଥାନ୍ତି। ତେଣୁ ଅଲଗା ଅଲଗା ରାଶିର ଜାତକରେ ଗ୍ରହର ପ୍ରଭାବରେ କିଛି ଗୁଣଧର୍ମ ରହିଥାଏ। ଜ୍ୟୋତିଷଶାସ୍ତ୍ର ଦୃଷ୍ଟିରୁ ଦେଖିଲେ ମଣିଷଙ୍କ ରାଶି ଦ୍ବାରା ତାଙ୍କ ସ୍ବଭାବ, ଗୁଣ ବିଷୟରେ ଅନୁମାନ ଲଗାଯାଏ। ତେବେ କେଉଁ ୨ଟି ରାଶିର ମହିଳା ଅଧିକ ବୁଦ୍ଧିମତୀ ଥାନ୍ତି ଜାଣନ୍ତୁ।

ବିଚ୍ଛା ରାଶିର ମହିଳାମାନେ ଅଧିକ ବୁଦ୍ଧିମତୀ ହୋଇଥାନ୍ତି ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି। ବିଚ୍ଛା ରାଶିର ମହିଳା ଘର ଚଳାଇବା ସହ ଅନ୍ୟାନ୍ୟ କାମରେ ମଧ୍ୟ ନିପୁଣ ଥାନ୍ତି। ପ୍ରତ୍ୟେକ ପରିସ୍ଥିତି ଖୁବ ଭଲ ଭାବେ ସମ୍ଭାଳିପାରନ୍ତି ଏହି ରାଶିର ମହିଳା। ଏହି ରାଶିର ମହିଳାମାନେ ପ୍ରତି କାମ ଭାବି ଚିନ୍ତି କରନ୍ତି। ସବୁ ମାମଲାରେ ଭଲ ରାୟ ମଧ୍ୟ ଦିଅନ୍ତି।

ବିଚ୍ଛା ସହ କୁମ୍ଭ ରାଶିର ମହିଳାମାନେ ମଧ୍ୟ ବହୁତ ଚାଲାକ ଥାନ୍ତି। ଏହି ରାଶିର ମହିଳାମାନଙ୍କର ଆଇକ୍ୟୁ ଲେଭେଲ ଭଲ ଥାଏ। ସବୁଜିନିଷକୁ ଏମାନେ ନିଜ ନଜରରେ ଦେଖନ୍ତି । ଘରର ମାହୋଲ ଭଲ ରଖିବା ସହ ସବୁ କାମ ସମ୍ପୂର୍ଣ୍ଣ ଭାବେ ଠିକ୍‌ କରନ୍ତି। ଏମାନଙ୍କ ସ୍ବଭାବ ଓ ବ୍ୟବହାର ଦ୍ବାରା ଲୋକେ ଆକର୍ଷିତ ହୁଅନ୍ତି।

 

 

   Related Posts