Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ଆଗାମୀ ୫୦ ବର୍ଷ ମଧ୍ୟରେ ପୃଥିବୀରୁ ଗାୟବ ହୋଇଯିବ ଏହି ୫ଟି ଜିନିଷ, ୧ ନମ୍ବରରେ ଅଛି ଏହି ଗୁରୁତ୍ବପୂର୍ଣ୍ଣ ଜିନିଷ…

10/10/2019 at 3:50 PM

ଧୀରେ ଧୀରେ ଟେକ୍‌ନୋଲୋଜି ଏତେ ଉନ୍ନତି କରୁଛି ଯେ, ଆସନ୍ତା ସମୟରେ ଅନେକ ଜିନିଷ ଦେଖାଯିବ ନାହିଁ। ଯେଉଁ ଜିନିଷ ବିନା ଆଜି ମଣିଷ ରହିପାରୁନାହାନ୍ତି ହୁଏତ ସେଥିମଧ୍ୟରୁ କିଛି ଜିନିଷ ଆଗକୁ ମିଳିନପାରେ। ଏମିତି ଅନେକ ଜିନିଷ ଅଛି ଯାହା ଟେକ୍‌ନେଲେଜି ପାଇଁ ଧିରେ ଧିରେ ଲୁପ୍ତ ହୋଇସାରିଛି। ତେବେ ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ ଯାହା ଆଗାମୀ ଦିନରେ ମିଳିବ ନାହିଁ।

୧- ନୋଟ୍‌- କିଛି ବର୍ଷ ମଧ୍ୟରେ ଲୋକଙ୍କ ପର୍ସରେ କାଗଜ ନୋଟ୍‌ ନୁହେଁ ବରଂ ପ୍ଲାଷ୍ଟିକ ଟଙ୍କା ଥିବ। ମୋବାଇଲ ଟେକ୍‌ନୋଲୋଜି ପାଇଁ ଅଧିକାଂଶ ଟଙ୍କା କାରବାର ଅନଲାଇନ ହୋଇଯିବ।

୨- ଚଷମା- ଆଗାମୀ ପିଢୀର ପିଲାମାନେ ଆଖି ଖରାପ ହେଲେ ଚଷମା ବ୍ୟବହାର କରିବେ ନାହିଁ। ଚଷମା ବଦଳରେ ଲେନ୍ସ ବ୍ୟବହାର କରିବେ। ଲେନ୍ସ ଷ୍ଟାଇଲିସ ହୋଇଥିବାରୁ ଆଖି ଖରାପ ହେଲେ ଧିରେ ଧିରେ ଲୋକେ ଚଷମା ପିନ୍ଧିବା ବନ୍ଦ କରିଦେବେ।

୩- ଚାବି- ଏବେ ନିକଟରେ କାର୍ଡ ରିଡର ଓ ଗାଡିମାନଙ୍କରେ ସେଲ୍ଫ ଷ୍ଟାର୍ଟ ସିଷ୍ଟମ ଲଂଚ ହୋଇଛି।ପ୍ରାୟତଃ ଲୋକ ଏବେ ସେଲ୍ଫ ଷ୍ଟାର୍ଟ ବ୍ୟବହାର କରୁଛନ୍ତି। ଆଗାମୀ ସମୟରେ ଘର ଲକ୍‌ କରିବା ପାଇଁ ଲୋକେ କାର୍ଡ ରିଡରର ବ୍ୟବହାର କରିବେ।  

୪-ଫୋର ହୁଇଲର ଗିୟର- କାରର ନୂଆ ମଡେଲ ଗୁଡିକରେ ଅଟୋମେଟିକ୍‌ ଗିୟରର ସୁବିଧା ରହୁଛି। ଆଗାକୁ ଗାଡିମାନଙ୍କରେ ପୁରୁଣା ମଡେଲର ଗିୟର ରହିବ ନାହିଁ।  

୫- ଟିଭି- ପୁରୁଣା ମଡେଲର ଟିଭି ଏବେ ମଧ୍ୟ ବହୁତ କମ ଘରେ ଥିବ କାରଣ ଆଜିକାଲି ସମସ୍ତଙ୍କ ଘରେ ଏଲିଇଡି ଓ ଏଲସିଡି ଟିଭି ରହୁଛି। ଆଗକୁ କେବଳ ସ୍ମାର୍ଟ ଟିଭି ବଜାରରେ ମିଳିବ।

   Related Posts