ଆଗାମୀ ୫୦ ବର୍ଷ ମଧ୍ୟରେ ପୃଥିବୀରୁ ଗାୟବ ହୋଇଯିବ ଏହି ୫ଟି ଜିନିଷ, ୧ ନମ୍ବରରେ ଅଛି ଏହି ଗୁରୁତ୍ବପୂର୍ଣ୍ଣ ଜିନିଷ…

Published By : Prameya-News7 Bureau | October 10, 2019 IST

ଧୀରେ ଧୀରେ ଟେକ୍‌ନୋଲୋଜି ଏତେ ଉନ୍ନତି କରୁଛି ଯେ, ଆସନ୍ତା ସମୟରେ ଅନେକ ଜିନିଷ ଦେଖାଯିବ ନାହିଁ। ଯେଉଁ ଜିନିଷ ବିନା ଆଜି ମଣିଷ ରହିପାରୁନାହାନ୍ତି ହୁଏତ ସେଥିମଧ୍ୟରୁ କିଛି ଜିନିଷ ଆଗକୁ ମିଳିନପାରେ। ଏମିତି ଅନେକ ଜିନିଷ ଅଛି ଯାହା ଟେକ୍‌ନେଲେଜି ପାଇଁ ଧିରେ ଧିରେ ଲୁପ୍ତ ହୋଇସାରିଛି। ତେବେ ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ ଯାହା ଆଗାମୀ ଦିନରେ ମିଳିବ ନାହିଁ।

{"id":168396}

୧- ନୋଟ୍‌- କିଛି ବର୍ଷ ମଧ୍ୟରେ ଲୋକଙ୍କ ପର୍ସରେ କାଗଜ ନୋଟ୍‌ ନୁହେଁ ବରଂ ପ୍ଲାଷ୍ଟିକ ଟଙ୍କା ଥିବ। ମୋବାଇଲ ଟେକ୍‌ନୋଲୋଜି ପାଇଁ ଅଧିକାଂଶ ଟଙ୍କା କାରବାର ଅନଲାଇନ ହୋଇଯିବ।

{"id":168397}

୨- ଚଷମା- ଆଗାମୀ ପିଢୀର ପିଲାମାନେ ଆଖି ଖରାପ ହେଲେ ଚଷମା ବ୍ୟବହାର କରିବେ ନାହିଁ। ଚଷମା ବଦଳରେ ଲେନ୍ସ ବ୍ୟବହାର କରିବେ। ଲେନ୍ସ ଷ୍ଟାଇଲିସ ହୋଇଥିବାରୁ ଆଖି ଖରାପ ହେଲେ ଧିରେ ଧିରେ ଲୋକେ ଚଷମା ପିନ୍ଧିବା ବନ୍ଦ କରିଦେବେ।

{"id":168398}

୩- ଚାବି- ଏବେ ନିକଟରେ କାର୍ଡ ରିଡର ଓ ଗାଡିମାନଙ୍କରେ ସେଲ୍ଫ ଷ୍ଟାର୍ଟ ସିଷ୍ଟମ ଲଂଚ ହୋଇଛି।ପ୍ରାୟତଃ ଲୋକ ଏବେ ସେଲ୍ଫ ଷ୍ଟାର୍ଟ ବ୍ୟବହାର କରୁଛନ୍ତି। ଆଗାମୀ ସମୟରେ ଘର ଲକ୍‌ କରିବା ପାଇଁ ଲୋକେ କାର୍ଡ ରିଡରର ବ୍ୟବହାର କରିବେ।  

{"id":168399}

୪-ଫୋର ହୁଇଲର ଗିୟର- କାରର ନୂଆ ମଡେଲ ଗୁଡିକରେ ଅଟୋମେଟିକ୍‌ ଗିୟରର ସୁବିଧା ରହୁଛି। ଆଗାକୁ ଗାଡିମାନଙ୍କରେ ପୁରୁଣା ମଡେଲର ଗିୟର ରହିବ ନାହିଁ।  

{"id":168400}

୫- ଟିଭି- ପୁରୁଣା ମଡେଲର ଟିଭି ଏବେ ମଧ୍ୟ ବହୁତ କମ ଘରେ ଥିବ କାରଣ ଆଜିକାଲି ସମସ୍ତଙ୍କ ଘରେ ଏଲିଇଡି ଓ ଏଲସିଡି ଟିଭି ରହୁଛି। ଆଗକୁ କେବଳ ସ୍ମାର୍ଟ ଟିଭି ବଜାରରେ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.