Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଏହି କଳାକାରମାନେ ଦେଖିଛନ୍ତି ନିଜ ସନ୍ତାନଙ୍କ ଦୁଃଖଦ ମୃତ୍ୟୁ

2/10/2019 at 4:46 PM

୧-ଗୋବିନ୍ଦା

ବଲିଉଡର ସବୁଠୁ ଲୋକପ୍ରିୟ ଅଭିନେତା ଗୋବିନ୍ଦା ବ୍ୟକ୍ତିଗତ ଜୀବନରେ ନିଜର ୪ ବର୍ଷର ଝିଅଙ୍କୁ ହରାଇଥିଲେ। ସେହି ସମୟରେ ଗୋବିନ୍ଦାଙ୍କ କ୍ୟାରିଅର ଟପ୍‌ରେ ଥିଲା। ସୂଚନାଯୋଗ୍ୟ ଯେ, ଗୋବିନ୍ଦାଙ୍କ ଝିଅ ସମୟ ପୂର୍ବରୁ ଜନ୍ମ ହୋଇଥିଲେ। ଏହି କାରଣ ଯୋଗୁଁ ତାଙ୍କ ଝିଅଙ୍କ ମୃତ୍ୟୁ ହୋଇଥିଲା।

୨- କାଜୋଲ

ବଲିଉଡର ଫେମସ ଅଭିନେତ୍ରୀ କାଜୋଲ ୨୦୧୧ ମସିହାରେ ଏକ୍ଟୋପିକ୍‌ ପ୍ରେଗନେନ୍ସି କରିଥିଲେ। ଏହା ପରେ ତାଙ୍କ ଗର୍ଭପାତ ହୋଇଥିଲା। ଏହି କାରଣରୁ କାଜୋଲଙ୍କୁ ମଧ୍ୟ ଅପରେସନ କରିବାକୁ ପଡିଥିଲା।

୩- ଆମୀର ଖାନ

ବଲିଉଡର ମିଷ୍ଟର ପର୍ଫେକ୍ସନିଷ୍ଟ ଆମୀର ଖାନ ଆଜି ୩ଟି ସନ୍ତାନଙ୍କ ବାପା। ହେଲେ ଏମିତି ଏକ ସମୟ ଥିଲା ଯେବେ ସେ ନିଜର ଆଉ ଏକ ସନ୍ତାନ ମଧ୍ୟ ହରାଇଥିଲେ। ଆମୀର ଖାନଙ୍କ ସ୍ତ୍ରୀ ଗର୍ଭବତୀ ଥିଲା ବେଳେ କୌଣସି କାରଣ ଯୋଗୁଁ ତାଙ୍କର ଗର୍ଭପାତ ହୋଇଥିଲା। ଏଥିପାଇଁ ଆମୀର ସେହି ସମୟରେ ଅନେକ ଦିନ ଧରି ଏକା ରହିଥିଲେ।

୪- ପ୍ରକାଶ ରାଜ

ସାଉଥ ଓ ବଲିଉଡ ଜଗତର ପ୍ରସିଦ୍ଧ ଅଭିନେତା ପ୍ରକାଶ ରାଜ ଅନେକ ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି। ସୂଚନାଯୋଗ୍ୟ ଯେ, ପ୍ରକାଶ ରାଜଙ୍କର ୫ ବର୍ଷର ପୁଅ ଗୁଡି ଉଡାଇବା ସମୟରେ ପଡି ତାଙ୍କର ମୃତ୍ୟୁ ହୋଇଥିଲା।  

   Related Posts