Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ଅତି ଭାଗ୍ୟଶାଳୀ ଅଟନ୍ତି ଏପରି ହାତ ଥିବା ଲୋକ

27/08/2019 at 7:49 PM

ହସ୍ତରେଖା ବିଜ୍ଞାନ ଅନୁସାରେ ହାତ ଉପରେ ଥିବା ବିଭିନ୍ନ ରେଖା ଓ ଚିହ୍ନ କୌଣସି ବ୍ୟକ୍ତିଙ୍କର ଆୟୁ, ଶିକ୍ଷା, ରୋଜଗାର, ବିବାହ ଓ ଧନ ସମ୍ପତ୍ତି ବିଷୟରେ ସୂଚନା ଦେଇଥାଏ । କବେଳ ସେତିକି ନୁହେଁ କୌଣସି ବ୍ୟକ୍ତିଙ୍କର ସନ୍ତାନ ସନ୍ତତି ବିଷୟରେ ଏହା ସୂଚନା ଦିଏ ।

ହସ୍ତରେଖା ରେ ଏକ ସୂର୍ଯ୍ୟ ରେଖା ରହିଛି ।ଏହା ଅନାମିକା ଅଙ୍ଗୁଳି ତଳେ ଥାଏ । ଜ୍ୟୋତିଷ ବିଜ୍ଞାନରେ ଏହାକୁ ସୂର୍ଯ୍ୟ ପର୍ବତ କୁହାଯାଇଥାଏ ।

ସୂର୍ଯ୍ୟରେଖା ସହିତ ମସ୍ତିଷ୍କ ରେଖା ଥିଲେ ଏହା ଅତି ସୁଖ ତଥା ପ୍ରଦାନ କରିଥାଏ । କୌଣସି ବ୍ୟକ୍ତିଙ୍କର ସୂର୍ଯ୍ୟରେଖା ସହ ସୂର୍ଯ୍ୟ ପର୍ବତ ସ୍ପଷ୍ଟ ଭାବରେ ଥିଲେ ସେ ସବୁ କାମରେ ଅତି ଶୀଘ୍ର ସଫଳତା ଲାଭ କରନ୍ତି । ଏହା ନଥିଲେ ସଫଳତା ବିଳମ୍ବରେ ଆସିପାରେ ।

ହାତରେ ସୂର୍ଯ୍ୟ ରେଖା ସିଧା ଥିଲେ ଏହା ଅତି ଶୁଭ ବୋଲି ମାନ୍ୟତା ରହିଛି । ଯାହାର ହାତରେ ଏପରି ଅଛି ସେ ଧନ, ବୈଭବ, ମାନ ସମ୍ମାନ ଲାଭ କରିଥାଆନ୍ତି ।
ଏଥିରେ ତ୍ରିଭୂଜ କିମ୍ବା ରଥ ପରି ଚିହ୍ନ ଥିଲେ ସେ ବ୍ୟକ୍ତି ସଫଳତାର ଶୀର୍ଷକୁ ଉଠି ଥାଆନ୍ତି ।

   Related Posts