କେବଳ ଭାରତରେ ଦେଖିବାକୁ ମିଳେ ଏଭଳି ମଜାଦାର ଆବିଷ୍କାର, ଦେଖନ୍ତୁ ଏହି ୭ଟି ଫଟୋ

Published By : Prameya-News7 Bureau | September 05, 2019 IST

ଭାରତରେ ଏମିତି ଅନେକ ଜିନିଷ ଦେଖିବାକୁ ମିଳେ ଯାହା ଅନ୍ୟ କେଉଁଠି ଦେଖିବାକୁ ମିଳୁନଥିବ। ତେବେ ଏମିତି କିଛି ମଜାଦାର ଆବିଷ୍କାର ଉପରେ ନଜର ପକାନ୍ତୁ।

{"id":153389,"width":582,"height":440}

ଗ୍ୟାସ ଚୂଲିରେ ଗ୍ୟାସ ସିଲିଣ୍ଡର ବ୍ୟବହାର ନକରି ବି ରୋଷେଇ କରିହେବ ।   ଏହି ମଜାଦାର ଉପାୟ ଦ୍ବାରା ଗ୍ୟାସର ଝିନଝଟ ରହିବନି ଆଉ ଖର୍ଚ୍ଚ ବଞ୍ଚିବ। ଏହି ଫଟୋ ଦେଖିବାପରେ ଆପଣ ହସିବେ ନା କାନ୍ଦିବେ ବୁଝିପାରିବେନି ।

{"id":153390,"width":570,"height":426}

ପିଆଜ କାଟିବାର ସ୍ମାର୍ଟ ଉପାୟ। ହେଲ୍‌ମେଟ ପିନ୍ଧି ମହିଳା ଜଣକ ପିଆଜ କାଟୁଛନ୍ତି। ଫଳରେ ଆଖି ପୋଡିବନାହିଁ।

{"id":153391,"width":576,"height":431}

ଗୀତ ପ୍ରେମୀଙ୍କ ପାଇଁ ନୂଆ ଆବିଷ୍କାର। ଖାଦ୍ୟ ତିଆରି କରିବା ସମୟରେ ଲ୍ୟାପଟପରୁ ଗୀତ ଶୁଣିବାର ମଜେଦାର ଫଟୋ ଦେଖନ୍ତୁ।

{"id":153392,"width":568,"height":426}

 ଭାରତର ଜିନିଷ ବିଦେଶରେ ମଧ୍ୟ ପ୍ରସିଦ୍ଧ।

{"id":153393,"width":566,"height":318}

ମୋଟରସାଇକେଲର ନୂଆ ଆବିଷ୍କାର। ଏହି ଗାଡିରେ ୬ ଜଣରୁ ଅଧିକ ଲୋକେ ବସିପାରିବେ।   

{"id":153395,"width":532,"height":426}

ଜଣେ ମଣିଷ ମଧ୍ୟ ମୋଟରସାଇକେଲରେ ପାଇପ ନେଇ ଯାଇପାରେ ତାହା ଏହି ଫଟୋ ଦେଖିଲେ ବିଶ୍ବାସ ହେବ।

{"id":153396,"width":596,"height":397}

ଗୋଟେ ସାଇକେଲରେ ୨ଜଣ ଛୁଆଙ୍କୁ ନେବାର ନୂଆ ଉପାୟ। ଏହି ଫଟୋ ଆମ ଦେଶରେ ଉଠାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.