Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେବଳ ଭାରତରେ ଦେଖିବାକୁ ମିଳେ ଏଭଳି ମଜାଦାର ଆବିଷ୍କାର, ଦେଖନ୍ତୁ ଏହି ୭ଟି ଫଟୋ

5/09/2019 at 1:46 PM

ଭାରତରେ ଏମିତି ଅନେକ ଜିନିଷ ଦେଖିବାକୁ ମିଳେ ଯାହା ଅନ୍ୟ କେଉଁଠି ଦେଖିବାକୁ ମିଳୁନଥିବ। ତେବେ ଏମିତି କିଛି ମଜାଦାର ଆବିଷ୍କାର ଉପରେ ନଜର ପକାନ୍ତୁ।

ଗ୍ୟାସ ଚୂଲିରେ ଗ୍ୟାସ ସିଲିଣ୍ଡର ବ୍ୟବହାର ନକରି ବି ରୋଷେଇ କରିହେବ ।   ଏହି ମଜାଦାର ଉପାୟ ଦ୍ବାରା ଗ୍ୟାସର ଝିନଝଟ ରହିବନି ଆଉ ଖର୍ଚ୍ଚ ବଞ୍ଚିବ। ଏହି ଫଟୋ ଦେଖିବାପରେ ଆପଣ ହସିବେ ନା କାନ୍ଦିବେ ବୁଝିପାରିବେନି ।

ପିଆଜ କାଟିବାର ସ୍ମାର୍ଟ ଉପାୟ। ହେଲ୍‌ମେଟ ପିନ୍ଧି ମହିଳା ଜଣକ ପିଆଜ କାଟୁଛନ୍ତି। ଫଳରେ ଆଖି ପୋଡିବନାହିଁ।

ଗୀତ ପ୍ରେମୀଙ୍କ ପାଇଁ ନୂଆ ଆବିଷ୍କାର। ଖାଦ୍ୟ ତିଆରି କରିବା ସମୟରେ ଲ୍ୟାପଟପରୁ ଗୀତ ଶୁଣିବାର ମଜେଦାର ଫଟୋ ଦେଖନ୍ତୁ।

 ଭାରତର ଜିନିଷ ବିଦେଶରେ ମଧ୍ୟ ପ୍ରସିଦ୍ଧ।

ମୋଟରସାଇକେଲର ନୂଆ ଆବିଷ୍କାର। ଏହି ଗାଡିରେ ୬ ଜଣରୁ ଅଧିକ ଲୋକେ ବସିପାରିବେ।   

ଜଣେ ମଣିଷ ମଧ୍ୟ ମୋଟରସାଇକେଲରେ ପାଇପ ନେଇ ଯାଇପାରେ ତାହା ଏହି ଫଟୋ ଦେଖିଲେ ବିଶ୍ବାସ ହେବ।

ଗୋଟେ ସାଇକେଲରେ ୨ଜଣ ଛୁଆଙ୍କୁ ନେବାର ନୂଆ ଉପାୟ। ଏହି ଫଟୋ ଆମ ଦେଶରେ ଉଠାଯାଇଛି।

   Related Posts