ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଏହି ନେତାଙ୍କ ପାଖକୁ ଗଲା ମୋଦିଙ୍କ ଫୋନ୍ କଲ୍

Published By : Prameya-News7 Bureau | May 30, 2019 IST

ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଏହି ନେତାଙ୍କ ପାଖକୁ ଗଲା ମୋଦିଙ୍କ ଫୋନ୍ କଲ୍ ଯାଇଛି । ଆଜି ଅପରାହ୍ନ ସାଢେ ୪ଟା ରେ ମୋଦିଙ୍କ ସହ ଏହି ସାଂସଦମାନେ ଚାହା ପିଇ ଆଲୋଚନା କରିବେ । ମୋଦିଙ୍କ ଟି ପାର୍ଟୀକୁ ଆମନ୍ତ୍ରିତ ଏହି ସାଂସଦମାନେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ବୋଲି କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ଓଡିଶାରୁ ଧର୍ମେନ୍ଦ୍ର ପ୍ରଧାନ ଫୋନ କଲ ପାଇଥିବା ସୂଚନା ମିଳିଛି ।

{"id":117566}

ସୁଷମା ସ୍ୱରାଜ,

ନିତୀନ ଗଡକରୀ,

ଅର୍ଜୁନ ମେଘୱାଲ,

ଜିତେନ୍ଦ୍ର ସିଂହ,

ରାମଦାସ ଅଠାୱଲେ,

ଧର୍ମେନ୍ଦ୍ର ପ୍ରଧାନ,

ରବି ଶଙ୍କର ପ୍ରସାଦ,

ବାବୁଲ ସୁପ୍ରିୟୋ,

କିଶନ ରେଡ୍ଡୀ,

ନିର୍ମଳା ସୀତାରମଣ,

ସଦାନନ୍ଦ ଗୌଡ,

ମୁଖତାର ଅବ୍ବାସ ନକବି,

ପିୟୁଷ ଗୋୟଲ,

ସ୍ମୃତି ଇରାନି,

କିରଣ ରିଜ୍ଜୁ,

ପ୍ରକାଶ ଜାଭଡେକର,

ପ୍ରହ୍ଲାଦ ଯୋଶୀ,

ସୁରେଶ ଅଗାଡି,

ଅନୁପ୍ରିୟା ପଟେଲ,

ନିରଞ୍ଜନ ଜ୍ୟୋତି,

ସନ୍ତୋଷ ଗଙ୍ଗୱାର,

କୃଷ୍ଣପାଲ ଗୁଜ୍ଜର,

ରାଓ ଇନ୍ଦ୍ରଜିତ,

ମନସୁଖ ମାଣ୍ଡୱିୟା,

ରମେଶ ପୋଖରିୟାଲ ନିସଙ୍କ,

ପୁରୁଷୋତ୍ତମ ରୁପାଲ,

ଗିରିରାଜ ସିଂହ,

ନିତ୍ୟାନନ୍ଦ ରାୟ,

ରାଜ୍ୟବର୍ଦ୍ଧନ ସିଂହ ରାଠୋଡ,

ସଞ୍ଜୟ ଧୋତ୍ରେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.