Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ବିନା ଯନ୍ତ୍ରଣାରେ ମୁଣ୍ଡବ୍ୟଥା ଭଲ କରିବାକୁ ଚାହୁଁଛନ୍ତି କି ? ତେବେ ଅବଲମ୍ବନ କରନ୍ତୁ ଏହି ଉପାୟ

3/10/2019 at 12:21 PM

ଯଦି ଆପଣ ବିନା ଯନ୍ତ୍ରଣାରେ ମୁଣ୍ଡବ୍ୟଥାକୁ ଦୂର କରିବାକୁ ଚାହୁଁଛନ୍ତି ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ।

ମୁଣ୍ଡବ୍ୟଥାକୁ ଭଲ କରିବା ପାଇଁ ଆପଣଙ୍କୁ ଥେରାପିର ସହାୟତା ନେବାକୁ ପଡ଼ିବ। ମୁଣ୍ଡବ୍ୟଥାକୁ ଭଲ କରିବା ପାଇଁ ଆପଣଙ୍କୁ ଆକ୍ୟୁପ୍ରେସର ଥେରାପି ଅବଲମ୍ବନ କରିବାକୁ ପଡ଼ିବ। ଏହା କରିବା ଦ୍ବାରା ରକ୍ତବାହିନୀରେ ଚିନ୍ତା ଧୀରେ ଧୀରେ କମ୍ ହେବାକୁ ଲାଗିଥାଏ ଏବଂ ଏହି କାରଣରୁ ମୁଣ୍ଡବ୍ୟଥା ଧୀରେ ଧୀରେ ଭଲ ହୋଇଥାଏ।

ଯଦି ଆପଣ ଥେରାପି ଅବଲମ୍ବନ କରୁଛନ୍ତି ତେବେ ସେହି ସମୟରେ ନିଜ ବେକ ଏବଂ କାନ୍ଧର ବିଶେଷ ବିନ୍ଦୁ ଉପରେ ଚାପ ପ୍ରୟୋଗ କରନ୍ତୁ । ଫଳରେ ଖୁବ୍ ଶୀଘ୍ର ଆରାମ ମିଳିବ। ବେକ ଏବଂ କାନ୍ଧରେ ତେଲ ମସାଜ କରିବା ଦ୍ବାରା ରକ୍ତ ସଞ୍ଚାରଣ ବଢ଼ିଥାଏ। ଏହା ଆପଣଙ୍କ ମାଂସପେଶୀରେ ଥିବା ସମସ୍ୟାକୁ କମ୍ କରିଥାଏ। ଫଳରେ ଆପଣଙ୍କ ମୁଣ୍ଡବ୍ୟଥା ଧୀରେ ଧୀରେ ଭଲ ହୋଇଥାଏ।

   Related Posts