କ୍ୟାନସର ଭଳି ମାରାତ୍ମକ ରୋଗରୁ ବର୍ତ୍ତିବାକୁ ଚାହୁଁଛନ୍ତି କି : ତେବେ ବ୍ୟବହାର କରନ୍ତୁ ଏହି ଆର୍ୟୁବେଦ ଔଷଧ

Published By : Prameya-News7 Bureau | January 16, 2019 IST

କ୍ୟାନସର ପୂରା ଶରୀର ମଧ୍ୟରେ କେଉଁଠାରେ ମଧ୍ୟ ହୋଇପାରେ । କ୍ୟାନସରରୁ ବର୍ତ୍ତିବା ପାଇଁ କେତେକ ଆର୍ୟୁବେଦିକ ଔଷଧ ନେବା ଜରୁରୀ। ତେବେ ଆସନ୍ତୁ ଜାଣିବା ଏପରି କେଉଁ ଜିନିଷ ରହିଛି ଯାହା କ୍ୟାନସରକୁ ସମୂଳେ ନାଶ କରିଥାଏ।

wp:gallery {"ids":[74542]} /wp:gallery

୧.ଅଦା: ଅଦା କ୍ୟାନସରକୁ ରୋକିବାରେ ସହାୟକ ହୋଇଥାଏ। ଅଦାରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ବ ରହିଥିବାରୁ ରୋଗୀଙ୍କୁ ପ୍ରତିଦିନ ଅଦା ଖାଇବା ଉଚିତ୍। ଅଦା କୋଲେଷ୍ଟ୍ରୋଲର ସ୍ତର କମ୍ କରିଥାଏ। ଏହା ସହିତ ରକ୍ତ ଜମାଟକୁ ମଧ୍ୟ ରୋକିଥାଏ। ଅଦାରେ ଆଣ୍ଟି ଫଙ୍ଗଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ମାତ୍ରାରେ ରହିଥାଏ। ଅଦା ରସକୁ ଲେମ୍ବୁରେ ମିଶାଇ ଖାଇଲେ ଲାଭ ମିଳିଥାଏ।

wp:gallery {"ids":[74544]} /wp:gallery

୨.ହଳଦୀ: ହଳଦୀ ଶରୀରକୁ କ୍ୟାନସରରୁ ବଞ୍ଚାଇଥାଏ । ହଳଦୀରେ ଥିବା କୁର୍କୁମିନ୍ ନାମକ ତତ୍ତ୍ବ କ୍ୟାନସରକୁ କମ୍ କରିଥାଏ। କଞ୍ଚା ହଳଦୀ ଖାଇଲେ ଅଧିକ ଲାଭ ମିଳିଥାଏ।

wp:gallery {"ids":[74545]} /wp:gallery

୩. ଅଶ୍ବଗନ୍ଧା: ଅଶ୍ବଗନ୍ଧା କ୍ୟାନସରର ଆଶଙ୍କାକୁ କମ୍ କରିଥାଏ। ଅଶ୍ବଗନ୍ଧା କ୍ୟାନସରର କୋଶିକାକୁ ନଷ୍ଟ କରିଥାଏ।

wp:gallery {"ids":[74546]} /wp:gallery

୪.ରସୁଣ: ରସୁଣରେ ଥିବା ଅଲିସିନ୍ ନାମକ ରାସାୟନିକ ପଦାର୍ଥ ଫୁଓଫୁସ କ୍ୟାନସରକୁ ରୋକିଥାଏ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.