Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

କ୍ୟାନସର ଭଳି ମାରାତ୍ମକ ରୋଗରୁ ବର୍ତ୍ତିବାକୁ ଚାହୁଁଛନ୍ତି କି : ତେବେ ବ୍ୟବହାର କରନ୍ତୁ ଏହି ଆର୍ୟୁବେଦ ଔଷଧ

16/01/2019 at 11:10 AM

କ୍ୟାନସର ପୂରା ଶରୀର ମଧ୍ୟରେ କେଉଁଠାରେ ମଧ୍ୟ ହୋଇପାରେ । କ୍ୟାନସରରୁ ବର୍ତ୍ତିବା ପାଇଁ କେତେକ ଆର୍ୟୁବେଦିକ ଔଷଧ ନେବା ଜରୁରୀ। ତେବେ ଆସନ୍ତୁ ଜାଣିବା ଏପରି କେଉଁ ଜିନିଷ ରହିଛି ଯାହା କ୍ୟାନସରକୁ ସମୂଳେ ନାଶ କରିଥାଏ।

୧.ଅଦା: ଅଦା କ୍ୟାନସରକୁ ରୋକିବାରେ ସହାୟକ ହୋଇଥାଏ। ଅଦାରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ବ ରହିଥିବାରୁ ରୋଗୀଙ୍କୁ ପ୍ରତିଦିନ ଅଦା ଖାଇବା ଉଚିତ୍। ଅଦା କୋଲେଷ୍ଟ୍ରୋଲର ସ୍ତର କମ୍ କରିଥାଏ। ଏହା ସହିତ ରକ୍ତ ଜମାଟକୁ ମଧ୍ୟ ରୋକିଥାଏ। ଅଦାରେ ଆଣ୍ଟି ଫଙ୍ଗଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ମାତ୍ରାରେ ରହିଥାଏ। ଅଦା ରସକୁ ଲେମ୍ବୁରେ ମିଶାଇ ଖାଇଲେ ଲାଭ ମିଳିଥାଏ।

୨.ହଳଦୀ: ହଳଦୀ ଶରୀରକୁ କ୍ୟାନସରରୁ ବଞ୍ଚାଇଥାଏ । ହଳଦୀରେ ଥିବା କୁର୍କୁମିନ୍ ନାମକ ତତ୍ତ୍ବ କ୍ୟାନସରକୁ କମ୍ କରିଥାଏ। କଞ୍ଚା ହଳଦୀ ଖାଇଲେ ଅଧିକ ଲାଭ ମିଳିଥାଏ।

୩. ଅଶ୍ବଗନ୍ଧା: ଅଶ୍ବଗନ୍ଧା କ୍ୟାନସରର ଆଶଙ୍କାକୁ କମ୍ କରିଥାଏ। ଅଶ୍ବଗନ୍ଧା କ୍ୟାନସରର କୋଶିକାକୁ ନଷ୍ଟ କରିଥାଏ।

୪.ରସୁଣ: ରସୁଣରେ ଥିବା ଅଲିସିନ୍ ନାମକ ରାସାୟନିକ ପଦାର୍ଥ ଫୁଓଫୁସ କ୍ୟାନସରକୁ ରୋକିଥାଏ।   

   Related Posts