Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ଏହି କ୍ରିକେଟ ତାରକାମାନେ ସର୍ବସାଧାରଣରେ କରିଥିଲେ ଏଭଳି ଲଜ୍ଜାଜନକ କାମ

15/10/2019 at 10:16 AM

ମୁମ୍ବାଇ୧୪|୧୦:  କ୍ରିକେଟ ତାରକାଙ୍କର କିଛି ଫଟୋ ଭାଇରାଲ ହୋଇଛି। ଏହି ଫଟୋରେ ସେମାନେ ନିଜ ପାର୍ଟନରଙ୍କୁ ସର୍ବସାଧାରଣ ସ୍ଥାନରେ ଚୁମ୍ବନ କରିବାରେ ଦେଖାଯାଇଛନ୍ତି।

ହରଭଜନ ସିଂହ- ଏହି ଫଟୋରେ ହରବଜନ ସିଂହ ଆଇପିଏଲ ପାର୍ଟି ସମୟରେ ନିଜ ବନ୍ଧୁଙ୍କୁ ବା କୌଣସି ଚିୟର ଗର୍ଲକୁ କିସ୍‌ କରିବାର ପ୍ରସ୍ତୁତି କରୁଛନ୍ତି।

କୁମାର ସଙ୍ଗକାରା- ଶ୍ରୀଲଙ୍କା ଟିମ୍‌ର ପୂର୍ବତନ କ୍ୟାପଟେନ କୁମାର ସଙ୍ଗକାରା ଏହି ଫଟୋରେ ନିଜ ପତ୍ନୀଙ୍କୁ କିସ୍‌ କରୁଛନ୍ତି। ଏହି ଫଟୋ ଖୁବ ଭାଇରାଲ ହୋଇଥିଲା।

କେବିନ ପିଟରସନ- ଏହି ଫଟୋରେ ପିଟରସନ ସର୍ବସମ୍ମୁଖରେ ନିଜ ସ୍ତ୍ରୀଙ୍କୁ କିସ୍‌ କରିବାରେ ନଜର ଆସିଛନ୍ତି।

ସେନ ୱାର୍ଣ୍ଣ- ସେନ ଅଷ୍ଟ୍ରେଲିଆର ଜଣେ ପ୍ରତିଷ୍ଠିତ ଖେଳାଳୀ । ହେଲେ ସେ ସମସ୍ତଙ୍କ ସାମ୍ନାରେମଦ୍ୟପାନ କରନ୍ତି ଓ ତାଙ୍କ ପାର୍ଟନରଙ୍କୁ କିସ୍‌ କରନ୍ତି। ଏହି ଫଟୋରେ ମଧ୍ୟ ସେ ନିଜ ପାର୍ଟନରଙ୍କୁ କିସ୍‌ କରିଛନ୍ତି ଯାହା ଖୁବ ଭାଇରାଲ ହୋଇଥିଲା।

ମାଇକଲ କ୍ଲାର୍କ- ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ ମାଇକଲ କ୍ଲାର୍କ ବର୍ଷାରେ ନିଜ ପତ୍ନୀଙ୍କୁ ଦର୍ଶକଙ୍କ ମଧ୍ୟରେ କିସ୍‌ କରୁଛନ୍ତି।

ବିରାଟ କୋହଲୀ-୨୦୧୪ ମସିହାରେ ଶ୍ରୀଲଙ୍କା ବିରୋଧରେ ଖେଳିଥିବା ମ୍ୟାଚରେ ବିରାଟ କୋହଲୀ ସମସ୍ତଙ୍କ ସାମ୍ନାରେ ନିଜ ପତ୍ନୀ ଅନୁଷ୍କାଙ୍କୁ ଫ୍ଲାଇଂ କିସ ଦେଇଥିଲେ।  

 

   Related Posts