ଏହି କ୍ରିକେଟ ତାରକାମାନେ ସର୍ବସାଧାରଣରେ କରିଥିଲେ ଏଭଳି ଲଜ୍ଜାଜନକ କାମ

Published By : Prameya-News7 Bureau | October 15, 2019 IST

ମୁମ୍ବାଇ୧୪|୧୦:  କ୍ରିକେଟ ତାରକାଙ୍କର କିଛି ଫଟୋ ଭାଇରାଲ ହୋଇଛି। ଏହି ଫଟୋରେ ସେମାନେ ନିଜ ପାର୍ଟନରଙ୍କୁ ସର୍ବସାଧାରଣ ସ୍ଥାନରେ ଚୁମ୍ବନ କରିବାରେ ଦେଖାଯାଇଛନ୍ତି।

{"id":170246,"width":586,"height":463}

ହରଭଜନ ସିଂହ- ଏହି ଫଟୋରେ ହରବଜନ ସିଂହ ଆଇପିଏଲ ପାର୍ଟି ସମୟରେ ନିଜ ବନ୍ଧୁଙ୍କୁ ବା କୌଣସି ଚିୟର ଗର୍ଲକୁ କିସ୍‌ କରିବାର ପ୍ରସ୍ତୁତି କରୁଛନ୍ତି।

{"id":170247,"width":568,"height":451}

କୁମାର ସଙ୍ଗକାରା- ଶ୍ରୀଲଙ୍କା ଟିମ୍‌ର ପୂର୍ବତନ କ୍ୟାପଟେନ କୁମାର ସଙ୍ଗକାରା ଏହି ଫଟୋରେ ନିଜ ପତ୍ନୀଙ୍କୁ କିସ୍‌ କରୁଛନ୍ତି। ଏହି ଫଟୋ ଖୁବ ଭାଇରାଲ ହୋଇଥିଲା।

{"id":170248,"width":592,"height":469}

କେବିନ ପିଟରସନ- ଏହି ଫଟୋରେ ପିଟରସନ ସର୍ବସମ୍ମୁଖରେ ନିଜ ସ୍ତ୍ରୀଙ୍କୁ କିସ୍‌ କରିବାରେ ନଜର ଆସିଛନ୍ତି।

{"id":170249,"width":580,"height":436}

ସେନ ୱାର୍ଣ୍ଣ- ସେନ ଅଷ୍ଟ୍ରେଲିଆର ଜଣେ ପ୍ରତିଷ୍ଠିତ ଖେଳାଳୀ । ହେଲେ ସେ ସମସ୍ତଙ୍କ ସାମ୍ନାରେମଦ୍ୟପାନ କରନ୍ତି ଓ ତାଙ୍କ ପାର୍ଟନରଙ୍କୁ କିସ୍‌ କରନ୍ତି। ଏହି ଫଟୋରେ ମଧ୍ୟ ସେ ନିଜ ପାର୍ଟନରଙ୍କୁ କିସ୍‌ କରିଛନ୍ତି ଯାହା ଖୁବ ଭାଇରାଲ ହୋଇଥିଲା।

{"id":170250,"width":578,"height":472}

ମାଇକଲ କ୍ଲାର୍କ- ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ ମାଇକଲ କ୍ଲାର୍କ ବର୍ଷାରେ ନିଜ ପତ୍ନୀଙ୍କୁ ଦର୍ଶକଙ୍କ ମଧ୍ୟରେ କିସ୍‌ କରୁଛନ୍ତି।

{"id":170255,"width":586,"height":391}

ବିରାଟ କୋହଲୀ-୨୦୧୪ ମସିହାରେ ଶ୍ରୀଲଙ୍କା ବିରୋଧରେ ଖେଳିଥିବା ମ୍ୟାଚରେ ବିରାଟ କୋହଲୀ ସମସ୍ତଙ୍କ ସାମ୍ନାରେ ନିଜ ପତ୍ନୀ ଅନୁଷ୍କାଙ୍କୁ ଫ୍ଲାଇଂ କିସ ଦେଇଥିଲେ।  

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.