Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||
  • ୫ରାଜ୍ୟ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର କଟକଣା : ରହିବେ ୭ଦିନ ହୋମ୍ ଆଇସୋଲେସନ୍‌ରେ
  • ||
  • ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ, କମ୍ବିଂ ବେଳେ ବିପୁଳ ପରିମାଣର ବିସ୍ପୋରକ ଜବତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୬ କୋଭିଡ୍ ପଜିଟିଭ୍, ୩୩୭୧୦୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଖୋର୍ଦ୍ଧା : ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

କରୋନା ଛୁଇଁ ନଥିବା ଦେଶ : ଦେଖନ୍ତୁ ବିଶ୍ବର ଏପରି କିଛି ଭାଗ୍ୟଶାଳୀ ଦେଶର ତାଲିକା

21/03/2020 at 3:09 PM

ନୂଆଦିଲ୍ଲୀ ୨।୩: ସଦ୍ୟତମ ରିପୋର୍ଟ ଅନୁଯାୟୀ ବିଶ୍ବର ୧୮୦ଟି ଦେଶ କରୋନା ଭାଇରସ୍ ଦ୍ବାରା ପ୍ରଭାବିତ ହେବ ବୋଲି କୁହାଯାଉଛି | ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ କରୋନା ଭାଇରସକୁ ଏଭଳି ଏକ ଭାଇରସ୍ ଯାହା ସାଧାରଣ ଥଣ୍ଡା, କାଶ, ଶ୍ବାସକ୍ରିୟା ସିଣ୍ଡ୍ରୋମ (MERS-CoV) ଏବଂ ତୀବ୍ର ଶ୍ବାସକ୍ରିୟା ସିଣ୍ଡ୍ରୋମ (SARS-CoV) ଲକ୍ଷଣକୁ ହୋଇଥାଏ |

ସମଗ୍ର ବିଶ୍ବରେ ପ୍ରଭାବିତ ସ୍ଥାନଗୁଡିକ ଦେଖନ୍ତୁ…

ବର୍ତ୍ତମାନ ପ୍ରାୟ ୧୮୩ ଦେଶରେ କାୟା ବିସ୍ତାର କରିଛି କୋଭିଡ-୧୯ | ୨୦୧୯ ମସିହା ଡିସେମ୍ବର ମାସରେ ଉହାନ ସହରରୁ ଏହି ଭାଇରସ୍ ର ଉତ୍ପତି ହୋଇଥିବା ଜଣାପଡିଛି । ମାତ୍ର ୩୮ଟି ଦେଶ ଏହି ଭାଇରସ୍ ଦ୍ବାରା ପ୍ରଭାବିତ ହୋଇନାହିଁ ।

ସେଗୁଡିକ ହେଲା…

୧. ବେଲିଜ୍

୨. ବୁରୁଣ୍ଡି

୩. କେପ୍ ଭର୍ଡେ,

୪. ମଧ୍ୟ ଆଫ୍ରିକୀୟ ଗଣରାଜ୍ୟ

୫. ଚାଡ୍

୬. କମୋରୋସ୍

୭. ଡେମୋକ୍ରାଟିକ୍ ପିପୁଲ୍ସ ରିପବ୍ଲିକ୍ ଅଫ୍ କୋରିଆ

୮. ଡୋମିନିକା

୯. ଇରିଟ୍ରିଆ

୧୦. ମାଇକ୍ରୋନେସୀୟ ସଂଘୀୟ ରାଜ୍ୟ

୧୧. ଗ୍ରେନେଡା

୧୨. ଗୁଇନିଆ-ବିସାଉ

୧୩. ହାଇତି

୧୪. କିରିବାଟି

୧୫. କିର୍ଗିଜ୍ ରିପବ୍ଲିକ୍

୧୬.  ଲିବିୟା,

୧୭. ମାଡାଗାସ୍କର

୧୮. ମଲାୱି

୧୯. ମାଲି

୨୦. ମରିସସ୍

୨୧. ମୋଣ୍ଟେନେଗ୍ରୋ

୨୨. ମୋଜାମ୍ବିକ୍

୨୩. ନାଉରୁ

୨୪. ୟେମେନ ରିପବ୍ଲିକ୍

୨୫. ସେଣ୍ଟ କିଟ୍ସ ଏବଂ ନେଭିସ୍

୨୬. ସାମୋଆ

୨୭. ସିଆରା ଲିଓନି

୨୮. ସାଓ ଟୋମେ ଆଣ୍ଡ୍ ପ୍ରିନ୍ସିପି

୨୯. ତାଜକିସ୍ତାନ

୩୦. ତିମୋର-ଲେଷ୍ଟେ

୩୧. ତୁର୍କମେନିସ୍ତାନ

୩୨. ତୁଭାଲୁ

୩୩. ଉଗାଣ୍ଡା

୩୪. ଭାନୁଆଟୁ

୩୫. ଓ୍ବେଷ୍ଟର୍ଣ୍ଣ ସାହାରା

   Related Posts