Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

କମ ବୟସରୁ କୋଟିପତି ହୋଇଛନ୍ତି ଏହି ଅଭିନେତ୍ରୀ, ଜାଣନ୍ତୁ କାହାର କେତେ ସମ୍ପତ୍ତି

13/09/2019 at 5:30 PM

ମୁମ୍ବାଇ୧୩|୯: ବଲିଉଡରେ ଅଭିନେତ୍ରୀମାନେ ଅଭିନୟ ଓ ସୌନ୍ଦର୍ଯ୍ୟ ମାମଲାରେ କେହି କାହାଠୁ କମ ନୁହନ୍ତି। ହେଲେ ଏମାନଙ୍କ ମଧ୍ୟରୁ ଅନେକ ଏମିତି ଅଭିନେତ୍ରୀ ଅଛନ୍ତି ଯିଏ ବହୁତ କମ ବୟସରେ କୋଟିପତି ହୋଇଛନ୍ତି। ତେବେ ଏହି ଅଭିନେତ୍ରୀଙ୍କ ସମ୍ପତ୍ତି ଉପରେ ପକାନ୍ତୁ ନଜର

ନିକଟରେ ବଲିଉଡରେ ସୁପରହିଟ୍‌ ହୋଇଥିବା ଫିଲ୍ମ କବୀର ସିଂହରେ କିଆରା ଆଡଭାନୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। କିଆରାଙ୍କୁ ମାତ୍ର ୨୭ ବର୍ଷ । କିଆରା ଏବେ ପାଖାପାଖି ୧୧ କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ।

ବଲିଉଡର କ୍ୟୁଟ ଓ ଚୁଲବୁଲ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ବୟସ ହେଉଛି ୨୬। ଆଲିୟା ଏବେ ୨୭ କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ।

ଏବେ ବଲିଉଡରେ ଧମାଲ କରୁଥିବା ଅଭିନେତ୍ରୀ ସାରା ଅଲ୍ଲୀଙ୍କୁ ମାତ୍ର ୨୪ ବର୍ଷ। ସେ ୩୫ କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ।

ଜାୟରା ୱାସିମଙ୍କ ବୟସ ହେଉଛି ୧୮ ଓ ଏବେ ସେ ୭ କୋଟି ଟଙ୍କାର ମାଲିକାଣୀ।

କାଜୋଲ ବଲିଉଡରେ ୨୧ ବର୍ଷ ବୟସରେ ଡେବ୍ୟୁ କରିଥିଲେ। ତାଙ୍କ ପାଖରେ ୧୨୯ କୋଟି ଟଙ୍କାର ସମ୍ପତ୍ତି ଅଛି।  

ଦିବ୍ୟା ଭାରତୀ ୧୯ ବର୍ଷ ବୟସରେ କୋଟିପତି ଅଭିନେତ୍ରୀ ହୋଇଯାଇଥିଲେ। ସେତେବେଳେ ତାଙ୍କ ପାଖରେ ପାଖାପାଖି ୧୮ କୋଟି ଟଙ୍କାର ସମ୍ପତ୍ତି ଥିଲା।

   Related Posts