ଗୋଡ଼ ଆଙ୍ଗୁଠିରେ ବାନ୍ଧନ୍ତୁ କଳା ସୂତା : ମୂଳରୁ ନାଶ ହେବ ଏହି ସବୁ ରୋଗ

Published By : Prameya-News7 Bureau | May 18, 2019 IST

ଆପଣ ସମସ୍ତେ ବହୁତ ଭଲଭାବେ ଜାଣନ୍ତି ଅନେକ ରୋଗ ଔଷଧ ଦ୍ବାରା ଠିକ୍ ହୋଇନଥାଏ। ସେମାନଙ୍କ ପାଇଁ ଆୟୁର୍ବେଦ ଠିକ୍ କାମରେ ଆସିଥାଏ। ଆଜି ଆମେ ଏପରି ଏକ ଉପାୟ ବିଷୟରେ ଜାଣିବା

ଏହି ପ୍ରଗତିଶୀଳ ବିଶ୍ବରେ ଔଷଧ ଦ୍ବାରା ଡାକ୍ତର ଅତି କମ୍ ସମୟରେ ରୋଗୀଙ୍କୁ ହୃଷ୍ଟପୁଷ୍ଟ କରି ଦେଇଥାଆନ୍ତି। ଆଜି ବି ଏପରି କିଛିରୋଗ ରହିଛି ଯାହାର ଚିକିତ୍ସା ଆୟୁର୍ବେଦରେ ରହିଥାଏ।

ନାଭିଚକ୍ରକୁ ମାନବ ଶରୀରର କେନ୍ଦ୍ର କୁହାଯାଇଥାଏ। ନାଭି ରହିଥିବା ସ୍ଥାନରେ ଶରୀରର ୭୨୦୦୦ନାଡ଼ି ଯୋଡ଼ି ହୋଇଥାଏ। ଯଦି ନାଭି ସେହି ସ୍ଥାନରୁ ତଳକୁ ଖସିଯାଇଥାଏ ତେବେ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ହୋଇଥାଏ। ଏହି ସମସ୍ୟା କୈାଣସି ଔଷଧ ଖାଇବା ଦ୍ବାରା ଠିକ୍ ହୋଇନଥାଏ। ନାଭିକେନ୍ଦ୍ରକୁ ପୁଣି ଥରେ ସେହି ସ୍ଥାନରେ ଆଣିଲେ ଏହି ସମସ୍ୟାର ସମାଧାନ ହୋଇଥାଏ।

ଆଧୁନିକ ଚିକିତ୍ସା ପଦ୍ଧତିରେ ଏହାକୁ ସାମିଲ କରାଯାଇନଥାଏ କିନ୍ତୁ ଆଜି ବି ଏହି ପଦ୍ଧତି ଦ୍ବାରା ହଜାର ହଜାର ଲୋକ ଲାଭ ପାଉଛନ୍ତି। ଏଥିପାଇଁ ଆପଣଙ୍କୁ ପାଦ ଆଙ୍ଗୁଠିରେ କଳା ସୂତା ବାନ୍ଧି ରଖିବା ଉଚିତ୍। ଏହା ଦ୍ବାରା ନାଭିକେନ୍ଦ୍ର ବାରମ୍ବାର ଖସିନଥାଏ। ଏହା ଦ୍ବାରା ବିଭିନ୍ନ ପ୍ରକାର ପେଟ ସମସ୍ୟା ଦୂର ହୋଇଯାଇଥାଏ ଏବଂ ଏହା ଦ୍ବାରା ଆପଣ ଜୀବନ ସାରା ସୁସ୍ଥ ରହିବେ।  

{"id":113170,"width":596,"height":321}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.