Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଜିମ୍ ନୁହେଁ ମୋବାଇଲ୍ ଆପ୍ ସାହାଯ୍ୟରେ ରହିବେ ଫିଟ୍ ଓ ହେଲଦି : ଲକଡାଉନବେଳେ ଫିଟନେସ୍ ସିକ୍ରେଟ୍ ସେୟାର କଲେ ସେଲିବ୍ରିଟିଙ୍କ ଟ୍ରେନର୍ସ

26/03/2020 at 12:02 PM

ନୂଆଦିଲ୍ଲୀ ୨୬/୩: ଭାରତରେ କରୋନା ଭାଇରସର ବିପଦ ଯୋଗୁଁ ଲକଡାଉନ୍ ଚାଲିଛି। ଫିଟନେସକୁ ନେଇ ସିରିୟସ୍ ଥିବା କେତେକ ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ସଙ୍କଟମୟ ସମୟ କାରଣ ଜିମଠୁ ଆରମ୍ଭ କରି ପାର୍କ ସବୁ ବନ୍ଦ କରା ଦିଆଯାଇଛି। କିନ୍ତୁ ଅନେକ ସେଲିବ୍ରିଟି ଫିଟନେସ୍ ଟ୍ରେନର୍ସ ଏବଂ ଫିଟନେସ୍ ଆପ୍ ଦ୍ବାରା ଘରେ ବସି ନିଜ ଫିଜିକକୁ ଉତ୍କୃଷ୍ଟ କରୁଛନ୍ତି।

ଯାସ୍ମିନ୍ କରାଚିଓ୍ବାଲା ବଲିଉଡର ସବୁଠୁ ପ୍ରସିଦ୍ଧ ଫିଟନେସ୍ ଟ୍ରେନର। ସେ କାଟ୍ରିନା କୈଫ,ଆଲିୟା ଭଟ୍ଟ ଏବଂ ଦୀପିକା ପାଦୁକୋନ ଭଳି ଷ୍ଟାର୍ସଙ୍କୁ ଟ୍ରେନିଂ ଦିଅନ୍ତି। କାଟ୍ରିନା,ୟାସ୍ମିନଙ୍କ ସହ ହୋମ୍ ଓ୍ବାର୍କଆଉଟର ଭିଡିଓ ମଧ୍ୟ ସେୟାର କରିଛନ୍ତି। ଏହା ବ୍ୟତୀତ ତାଙ୍କର ଇନଷ୍ଟାଗ୍ରାମ୍ ଏବଂ ୟୁଟୁବ୍ ଚ୍ୟାନେଲ୍ ମଧ୍ୟ ରହିଛି ଯେଉଁଠାରେ ଫିଟନେସ୍ ସମ୍ବନ୍ଧୀୟ ଅନେକ ଜିନିଷକୁ ଫଲୋ କରାଯାଇପାରିବ।

ନମ୍ରତାଙ୍କୁ ପିଲୋଟ ଗାର୍ଲ ମଧ୍ୟ କୁହାଯାଇଥାଏ। ସେ ବଲିଉଡର ଷ୍ଟାରକିଡସ ଜାହ୍ନବୀ କପୁର ଏବଂ ସାରା ଅଲ୍ଲୀ ଖାନଙ୍କୁ ଟ୍ରେନ୍ କରି ସାରିଛନ୍ତି। ସେ ଏହା ବ୍ୟତୀତ ଅନଲାଇନ୍ କୋଚିଂ ମଧ୍ୟ ପ୍ରଦାନ କରନ୍ତି। ସେ ଲକଡାଉନ ବେଳେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ ଯେଉଁଥିରେ ଲେଖା ଥିଲା- ଚାଲନ୍ତୁ ଏକାଠି ମିଶି ଓ୍ବାର୍କଆଉଟ୍ କରିବା ନହେଲେ ଆପଣଙ୍କ ପାଇଁ ଖାସ୍ ରୁଟିନ୍ ଡିଜାଇନ୍ କରିହେବ। ଏହି ସମୟର ସଦୁପଯୋଗ କରନ୍ତୁ। ସୁରକ୍ଷିତ ରୁହନ୍ତୁ ଏବଂ ଫିଟ୍ ରୁହନ୍ତୁ।

View this post on Instagram

‘All progress takes place outside your comfort zone!’ – keep working hard @kat_diaries the journey has just begun. ———————————————————————— #repost • @kat_diaries So for the ones who ask me about my fitness and the ones who have been following my fitness since the last one year…. I have just finished the 3rd sohfit challenge This challenge is about eating clean which is nothing processed, no alcohol obviously, and no sugar. And no dairy ….They give you clear guidelines on the things you can’t eat and they even help you with recipes and food partners and there are sohfit options even available on Scootsy so in all they make things so much easier for you. You are a part of a online community who is accountable about what they eat and exercise daily… this helped me as when I am accountable I realised I behave better 😉😂 It’s been a fabulous three Challenges and I keep going back as I have seen results in my body and even my mind I am definitely the fittest I have ever been physically This challenge has never been about being thin or losing weight it’s been about being fit and strong Another myth is that ppl think they aren’t fit enough to join this community…. when I started I was the least fit person and couldn’t even touch my toes. Today I can do so much more and I am constantly trying to better myself I love being part of the @sohfitofficial community and definitely will be doing the next one. If you guys need any more information you could email them on info@sohfit.com #notsponsored #sohfitbootcamps #thesohfit40daychallenge #sohfitterforlife

A post shared by SOHFIT (@sohfitofficial) on

ସୋହଫିଟ୍ : ଏହା ଏକ ଫିଟନେସ୍ ଷ୍ଟେସନ ଯାହାକୁ ଆଲିୟା ଭଟ୍ଟ ଫଲୋ କରନ୍ତି। ଏହି ଷ୍ଟେସନକୁ ସୋହରାବ ଲଞ୍ଚ କରିଛନ୍ତି ଏବଂ ସେ ସେଲ୍ଫ ଆଇସୋଲେସନରେ ଥିବା ଲୋକଙ୍କୁ ଅନଲାଇନ୍ ସେସନ୍ସ ମଧ୍ୟ ପ୍ରଦାନ କରିଛନ୍ତି। ସୋହଫିଟ୍ ନିଜ ୪୦ଦିନର ଚ୍ୟାଲେଞ୍ଜ ପାଇଁ ପ୍ରସିଦ୍ଧ ଯେଉଁଥିରେ ଫିଟନେସ୍,ଡାୟେଟ୍ ଏବଂ କମ୍ୟୁନିଟି ଉପରେ ଫୋକସ୍ କରାଯାଇଥାଏ।

ବମ୍ବେ ଜ୍ୟାମ୍ : ଏହା ଏକ ଡ୍ୟାନ୍ସ ଫିଟନେସ୍ ଟୋଟାଲ୍ ବଡି ଓ୍ବାର୍କଆଉଟ୍ ଯାହା ଅତ୍ୟନ୍ତ ପ୍ରଭାବଶାଳୀ। ଏହାକୁ ଖୁବ୍ ସହଜରେ ଫଲୋ କରାଯାଇପାରିବ। ବମ୍ବେ ଜ୍ୟାମ୍ ବଲିଉଡ କଲଚର ସହ ପ୍ରଭାବିତ ଏବଂ ଏହି ଓ୍ବାର୍କଆଉଟ୍ ଡ୍ୟାନ୍ସରେ ବଲିଉଡ ଗୀତର ଛାପ ଦେଖିବାକୁ ମିଳିବ।

   Related Posts