Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ସାରା ବିଶ୍ବରେ କରୋନା ତାଣ୍ଡବ କରୁଥିବାବେଳେ ଏହି ୩୨ଟି ଦେଶର ଜଣେ ବି ନାଗରିକଙ୍କୁ ସଂକ୍ରମିତ କରି ପାରିନାହିଁ କରୋନା ଭାଇରସ୍

1/05/2020 at 8:12 PM

ନୂଆଦିଲ୍ଲୀ ୧/୫: ଏବେ ବି ବିଶ୍ବରେ ୩୨ଟି ଏପରି ଦେଶ ରହିଛି ଯେଉଁଠାରେ କରୋନା ଭାଇରସର ଗୋଟିଏ ବି ମାମଲା ନାହିଁ। ଅନେକ ଛୋଟ,ଦୁର୍ଗମ ଏବଂ ପାସିଫିକ୍ ଦେଶ ରହିଛି ଯେପରିକି ନାଉରୋ,କିରିବାଟି,ସୋଲମନ ଦ୍ବୀପ,କୋମୋରୋଡ,ଲେସୋଥୋ ଏବଂ ତୁର୍କମେନିସ୍ତାନରେ ଏବେ ସୁଦ୍ଧା କରୋନା ଭାଇରସର ଗୋଟିଏ ବି ମାମଲା ଆସିନାହିଁ। ଏଗୁଡ଼ିକ ମଧ୍ୟରେ ଅନେକ ଦେଶର ଜନସଂଖ୍ୟା ସବୁଠୁ କମ୍।

​‌ବିଶ୍ବବ୍ୟାପି ୩୦ଲକ୍ଷରୁ ଅଧିକ ଲୋକ କରୋନା ଭାଇରସରେ ସଂକ୍ରମିତ ଏବଂ ୨୧୫ଦେଶ କିମ୍ବା ସ୍ଥାନରେ କରୋନା ଭାଇରସର ଅତି କମରେ ଗୋଟିଏ ମାମଲା ଦେଖିବାକୁ ମିଳିଛି। ୧୯୧ଟି ଦେଶରେ ଲୋକଙ୍କ ମଧ୍ୟରେ କରୋନା ଭାଇରସକୁ ସ୍ଥାନୀୟ ଟ୍ରାନ୍ସମିଶନ୍ ହୋଇଛି। ୧୬୬ଟି ଦେଶରେ କରୋନା ଭାଇରସରେ ମୃତ୍ୟୁ ହୋଇଛି। ଉତ୍ତର ଆମେରିକା ଏବଂ ମଧ୍ୟ ପୂର୍ବର ସମସ୍ତ ଦେଶରେ ଅତି କମରେ କୋଭିଡ-୧୯ର ଗୋଟିଏ ମାମଲା ଦେଖିବାକୁ ମିଳିଛି।

ଆଙ୍ଗୁଇଲା,ଗ୍ରୀନଲ୍ୟାଣ୍ଡ,କ୍ୟାରିବିୟାଇ ଦ୍ବୀପ, ସେଣ୍ଟ ବାଟର୍ସ ଏବଂ ସେଣ୍ଟ ଲୁସିଆରେ ଏଯାଏଁ କରୋନା ଭାଇରସ୍ ପ୍ରବେଶ କରିପାରିନାହିଁ।

   Related Posts