Friday, July 19, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏମାନେ ହେଉଛନ୍ତି ଅଡଲ୍ଟ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ହଟ୍ ଆକ୍ଟ୍ରିସ୍, ସାରା ଦୁନିଆରେ ହେଉଛି ଏମାନଙ୍କର ସର୍ଚ୍ଚ

ଅନ୍ୟ ଫିଲ୍ମ ଇଣ୍ଡଷ୍ଟ୍ରି ଭଳି ଅଡଲ୍ଟ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ସମସ୍ତଙ୍କ ଅଲକ୍ଷରେ ନିଜର ସ୍ଥତି ଦୃଢ କରିବାରେ ଲାଗିଛି। ନିତପ୍ରତିଦିନ ନୂଆ ନୂଆ କଳାକାର ଉଦ୍ୟୋଗକୁ ଆସୁଥିବା ବେଳେ ସେମାନଙ୍କ ଫ୍ୟାନସ ବି କମ୍ ନାହାନ୍ତି। ତେବେ ଇଣ୍ଟରନେଟକୁ ସାହାରା କରି ଗଢି ଉଠିଥିବା ଏହି ଉଦ୍ୟୋଗରେ ଏପରି କେତେକ ଆକ୍ଟ୍ରିସ ଅଛନ୍ତି ଯେଉଁମାନଙ୍କ ପାଇଁ ଫ୍ୟାନ୍ସ ପ୍ରାୟ ପାଗଳ। ଏଣୁ ରିତିମତ ଇଣ୍ଟରନେଟ୍ ରେ ଚାଲିଛି ଏମାନଙ୍କର ତଲାଶ। ଆସନ୍ତୁ ଜାଣିବା ଏହି ସବୁ ନାୟିକାମାନେ କିଏ ।

ଅଡଲ୍ଟ ଫିଲ୍ମ ଇଣ୍ଡଷ୍ଟ୍ରିର ସୀମା ନାହିଁ କି ସରହଦ ନାହିଁ। ଏଭଳି ଫିଲ୍ମ କେବେ କେଉଁଠି ମୁକ୍ତିଲାଭ କରେ ତାହା ବି କେହି ଜାଣନ୍ତିନି। ତେବେ ଇଣ୍ଟରନେଟରେ ଛୋଟ ଛୋଟ ଥମ୍ବନେଲ ପୋଷ୍ଟିଂ ପରେ ଜଣାପଡେ ଫିଲ୍ମ ସମ୍ପର୍କରେ ଆଉ ତା ପରେ ଆରମ୍ଭ ହୋଇଯାଏ ସର୍ଚ୍ଚ। ଏଭଳି ସର୍ଚ୍ଚ ହେଉଥିବା ଅଡଲ୍ଟ ଫିଲ୍ମ ଇଣ୍ଡଷ୍ଟ୍ରିର ନାୟିକାଙ୍କ ମଧ୍ୟରେ ଜଣେ ହେଉଛନ୍ତି ମିଆ ଖଲିଫା। ଇଣ୍ଡଷ୍ଟ୍ରିର ତାଙ୍କୁ ସବୁଠୁ ସୁନ୍ଦର ନାୟିକା ମାନ୍ୟତା ମିଳିଛି ଏଣୁ ଇଣ୍ଟରନେଟ୍ ରେ ତାଙ୍କର ସର୍ଚ୍ଚ ସବୁଠୁ ଅଧିକ ହେଉଥିବା ଏକ ସର୍ଭେକ୍ଷଣରୁ ଜଣାପଡିଛି। ସୋସାଲ ମିଡିଆରେ ମିଆ ଖଲିଫା ପ୍ରାୟତଃ ତାଙ୍କର ହଟ୍ ଫଟୋ ଅପଲୋଡ କରିବା ଏହି ସର୍ଚ୍ଚର ଅନ୍ୟ ଏକ କାରଣ ବି ହୋଇପାରେ।

ସେହିପରି ଅନ୍ୟ ଜଣେ ନାୟିକା ହେଉଛନ୍ତି ଲିସା ଏନ୍ । ଅଡଲ୍ଟ ଫିଲ୍ମ ଇଣ୍ଡଷ୍ଟ୍ରିର ଏହି ସୁନ୍ଦରୀ ନାୟିକା ଇଣ୍ଡିଆନ୍ସଙ୍କ ବେଶ ପସନ୍ଦ। ଏଣୁ ଲିସା ହେଉଛନ୍ତି ଅଡଲ୍ଟ ଇଣ୍ଡଷ୍ଟ୍ରିର ସେହି ନାୟିକାଙ୍କ ମଧ୍ୟରେ ଜଣେ ଯାହାଙ୍କୁ ସର୍ଚ୍ଚ ଇଞ୍ଜିନରେ ବେଶି ଖୋଜା ଯାଏ। ଗୁଗଲ ସର୍ଚ୍ଚ ସର୍ଭେରୁ ଲିସାଙ୍କ ଏହି ରହସ୍ୟ ଜଣାପଡିଛି। ଏପରି ଅନେକ ନାୟିକା ଓ ନାୟକ ଅଛନ୍ତି ଯେଉଁମାନଙ୍କୁ ଗୁଗଲରେ ସର୍ଚ୍ଚ କରାଯାଉଥିବା ଗୁଲ ସୂଚନା ଦେଇଛନ୍ତି।   

845 Views

   ସମ୍ବନ୍ଧିତ ଖବର