ଆଜି ଅମାବାସ୍ୟା ଓ ମଙ୍ଗଳଙ୍କ ଯୋଗ, ଏହି ୮ଟି ଉପାୟ ଦ୍ବାରା ଦୂର ହେବ ସମସ୍ୟା

Published By : Prameya-News7 Bureau | November 26, 2019 IST

ଅମାବାସ୍ୟାରେ ଅନେକ ସମସ୍ୟା ଦୂର କରିବା ପାଇଁ ଓ କାର୍ଯ୍ୟରେ ସଫଳତା ହାସଲ କରିବା ପାଇଁ ଏହି ସବୁ ଜିନିଷର ପାଳନ କରିବାକୁ ହେବ। କୁଣ୍ଡଳୀରେ ଦୋଷ ଦୂର କରିବା ପାଇଁ କରନ୍ତୁ ଏହି ଉପାୟ-

୧- ସୂର୍ଯ୍ୟଅସ୍ତ ପରେ ହନୁମାନ ମନ୍ଦିରରେ ଦୀପ ଜଳାଇବା ସହ ୧୦୮ ଥର ଶ୍ରୀରାମଙ୍କ ନାଁର ଜପ କଲେ ସବୁ ସମସ୍ୟା ଦୂର ହେବ।

୨- ଭଗବାନ ବିଷ୍ଣୁଙ୍କ ଦର୍ଶନ କରି ୧୦୮ ଥର ଓମ ନମଃ ଭଗବତେ ବାସୁ ଦେବାୟ ଜପ କଲେ ସଫଳତା ମିଳିବ। ଏହା ସହ ଭଗବାନଙ୍କ ନିକଟରେ ହଲୱା ଭୋଗ ଲଗାଇବା ଜରୁରୀ।

୩- ଯେକୌଣସି ମନ୍ଦିର ଯାଇ ଦାନ କଲେ ପୁଣ୍ୟ ମିଳିବ । ଏହା ସହ ମନ୍ଦିରରେ ମିଠା ଭୋଗ କରି ଭକ୍ତଙ୍କୁ ବାଣ୍ଟିବା ଉଚିତ୍‌।

୪- ଶିବଙ୍କ ଦର୍ଶନ କରି ୧୦୮ ଥର ଓମ ନମଃ ଶିବାୟ ମନ୍ତ୍ରର ଜାପ କରି ଶିବଲିଙ୍ଗରେ କଳା ରାଶି(ତିଳ) ଚଢାଇବା ଜରୁରୀ।

୫- ଓସ୍ତ ଗଛ ତଳେ ଦୀପ ଲଗାଇ ହନୁମାନ ଚାଳିସା ପାଠ କଲେ ସବୁ ସମସ୍ୟାର ସମାଧାନ ହେବ।

 ୬- କୌଣସି ମନ୍ଦିରରେ ଦେଢ କିଲୋ ଚାଉଳର ଦାନ କଲେ ସବୁ ପରିସ୍ଥିତି ଠିକ୍‌ ହେବ।

୭- ସୂର୍ଯ୍ୟାସ୍ତ ପରେ ତୁଳସୀ ଚଉରା ମୂଳରେ ଦୀପ ଲଗାଇବା ଉଚିତ୍‌।

୮- ଘରେ ଥିବା ମନ୍ଦିରରେ କର୍ପୁର ଜଳାଇଲେ ସବୁ ନକରାତ୍ମକ ଶକ୍ତି ଦୂର ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.