Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଆଜି ଅମାବାସ୍ୟା ଓ ମଙ୍ଗଳଙ୍କ ଯୋଗ, ଏହି ୮ଟି ଉପାୟ ଦ୍ବାରା ଦୂର ହେବ ସମସ୍ୟା

26/11/2019 at 3:54 PM

ଅମାବାସ୍ୟାରେ ଅନେକ ସମସ୍ୟା ଦୂର କରିବା ପାଇଁ ଓ କାର୍ଯ୍ୟରେ ସଫଳତା ହାସଲ କରିବା ପାଇଁ ଏହି ସବୁ ଜିନିଷର ପାଳନ କରିବାକୁ ହେବ। କୁଣ୍ଡଳୀରେ ଦୋଷ ଦୂର କରିବା ପାଇଁ କରନ୍ତୁ ଏହି ଉପାୟ-

୧- ସୂର୍ଯ୍ୟଅସ୍ତ ପରେ ହନୁମାନ ମନ୍ଦିରରେ ଦୀପ ଜଳାଇବା ସହ ୧୦୮ ଥର ଶ୍ରୀରାମଙ୍କ ନାଁର ଜପ କଲେ ସବୁ ସମସ୍ୟା ଦୂର ହେବ।

୨- ଭଗବାନ ବିଷ୍ଣୁଙ୍କ ଦର୍ଶନ କରି ୧୦୮ ଥର ଓମ ନମଃ ଭଗବତେ ବାସୁ ଦେବାୟ ଜପ କଲେ ସଫଳତା ମିଳିବ। ଏହା ସହ ଭଗବାନଙ୍କ ନିକଟରେ ହଲୱା ଭୋଗ ଲଗାଇବା ଜରୁରୀ।

୩- ଯେକୌଣସି ମନ୍ଦିର ଯାଇ ଦାନ କଲେ ପୁଣ୍ୟ ମିଳିବ । ଏହା ସହ ମନ୍ଦିରରେ ମିଠା ଭୋଗ କରି ଭକ୍ତଙ୍କୁ ବାଣ୍ଟିବା ଉଚିତ୍‌।

୪- ଶିବଙ୍କ ଦର୍ଶନ କରି ୧୦୮ ଥର ଓମ ନମଃ ଶିବାୟ ମନ୍ତ୍ରର ଜାପ କରି ଶିବଲିଙ୍ଗରେ କଳା ରାଶି(ତିଳ) ଚଢାଇବା ଜରୁରୀ।

୫- ଓସ୍ତ ଗଛ ତଳେ ଦୀପ ଲଗାଇ ହନୁମାନ ଚାଳିସା ପାଠ କଲେ ସବୁ ସମସ୍ୟାର ସମାଧାନ ହେବ।

 ୬- କୌଣସି ମନ୍ଦିରରେ ଦେଢ କିଲୋ ଚାଉଳର ଦାନ କଲେ ସବୁ ପରିସ୍ଥିତି ଠିକ୍‌ ହେବ।

୭- ସୂର୍ଯ୍ୟାସ୍ତ ପରେ ତୁଳସୀ ଚଉରା ମୂଳରେ ଦୀପ ଲଗାଇବା ଉଚିତ୍‌।

୮- ଘରେ ଥିବା ମନ୍ଦିରରେ କର୍ପୁର ଜଳାଇଲେ ସବୁ ନକରାତ୍ମକ ଶକ୍ତି ଦୂର ହେବ।

   Related Posts