Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ଏହି ୮ଜଣ ସୁନ୍ଦରୀ ଅଭିନେତ୍ରୀଙ୍କ ଘର ବିହାରରେ, ଜାଣନ୍ତୁ କିଏ

29/10/2019 at 10:21 AM

୧- ସୋନାକ୍ଷୀ ସିହ୍ନା- ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଦବଙ୍ଗ ସଲମାନଙ୍କ ସହ ଅଭିନୟ କରି ପରଦାରେ ପାଦ ଦେଇଥିବା ଅଭିନେତ୍ରୀ ସୋନାକ୍ଷୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ। ସୋନାକ୍ଷୀଙ୍କ ପ୍ରକୃତ ଘର ବିହାରର ପାଟମାରେ ରହିଛି।

୨- ଶିଲ୍ପା ସିଂହ- ୩୧ ବର୍ଷର ମଡେଲ ଓ ଅଭିନେତ୍ରୀ ଶିଲ୍ପା ସିଂହ ବିହାରର ସମସ୍ତୀପୁରର ବାସିନ୍ଦା।

୩- ଆୟଶା ଶର୍ମା- ବଲିଉଡ ଫିଲ୍ମ ସତ୍ୟମେବ ଜୟତେରେ ଜନ ଅବ୍ରାହମଙ୍କ ସହ ଅଭିନୟ କରିଥିବା ସୁନ୍ଦରୀ ଅଭିନେତ୍ରୀ ଆୟଶା ଶର୍ମାଙ୍କ ଘର ପ୍ରକୃତରେ ବିହାରର ଭାଗଲପୁରରେ।

୪- ସନ୍ଦଲୀ ସିହ୍ନା- ୨୦୦୧ ମସିହାରେ ବଲିଉଡ ଫିଲ୍ମ ତୁମ ବିନ ଅଭିନୟ କରି ନିଜ କ୍ୟାରିଅର ଆରମ୍ଭ କରିଥିବା ଅଭିନେତ୍ରୀ ସନ୍ଦଲୀ ସିଂହା ବିହାରର ମୁଜଫରପୁରର ବାସିନ୍ଦା।

୫- ନିତୁ ଚନ୍ଦ୍ରା- ୨୦୦୫ ମସିହାରେ ଗରମ ମସାଲା ଫିଲ୍ମରେ ଅଭିନୟ କରି ନିଜ କ୍ୟାରିଅର ଆରମ୍ଭ କରିଥିବା ନିତୁ ଚନ୍ଦ୍ରା ବିହାରର ପାଟଣାରେ ରୁହନ୍ତି।

୬- ସୃତି ଝା- ଟିଭି ଇଣ୍ଡଷ୍ଟ୍ରିର ଧାରାବାହିକ କୁମ କୁମ ଭାଗ୍ୟରେ ଅଭିନୟ କରି ପ୍ରତିଷ୍ଠା ହାସଲ କରିଥିବା ଅଭିନେତ୍ରୀ ସୃତି ଝାଙ୍କ ଜନ୍ମସ୍ଥାନ ହେଉଛି ବିହାରର ବେଗସୁରାୟ।

୭- ଶିଲ୍ପା ଶୁକ୍ଲା- ବଲିଉଡ ଫିଲ୍ମ ଚକ୍‌ ଦେ ଇଣ୍ଡଆ ଓ ବିଏ ପାସରେ ଅଭିନୟ କରିଥିବା ୩୭ ବର୍ଷର ଅଭିନେତ୍ରୀ ଶିଲ୍ପା ଶୁକ୍ଲା ବିହାରର ବାସିନ୍ଦା।

୮- ନେହା ଶର୍ମା- ବଲିଉଡ ଅଭିନେତ୍ରୀ ନେହା ଶର୍ମାଙ୍କ ଜନ୍ମ ବିହାରର ଭାଗଲପୁରରେ ହୋଇଥିଲା।

 

   Related Posts