Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆସନ୍ତାକାଲିଠୁ ବଦଳିଯିବ ଏହି ୬ଟି ରାଶିଥିବା ବ୍ୟକ୍ତିଙ୍କ ଭାଗ୍ୟ : ହେଉଛି ବୃଦ୍ଧି ଯୋଗ

ଜ୍ୟୋତିଷ ଶାସ୍ତ୍ର କଥା କହିବା ଯଦି ଆସନ୍ତାକାଲିଠୁ କେତେକ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳି ଯିବ ଏବଂ ତାଙ୍କ ଜୀବନ ଆଲୋକିତ ହୋଇପାରେ କାରଣ ଏହିସବୁ ରାଶି ଥିବା ବ୍ୟକ୍ତିଙ୍କ ଜାତକରେ ବୃଦ୍ଧି ଯୋଗ ନିର୍ମାଣ ହେଉଛି। ତେବେ ଆସନ୍ତୁ ଜାଣିବା ଏହି ରାଶିର ବ୍ୟକ୍ତିଙ୍କ ବିଷୟରେ ଯେଉଁମାନଙ୍କ ଜୀବନ ବୃଦ୍ଧି ଯୋଗ ପ୍ରଭାବରେ ବଦଳିଯିବ।

କର୍କଟ ଏବଂ ମକର ରାଶି : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତାକାଲିଠୁ କର୍କଟ ଏବଂ ମକର ରାଶିର ବ୍ୟକ୍ତିଙ୍କ ଜୀବନ ବଦଳି ପାରେ। କାରଣ ଏମାନଙ୍କ ଜାତକର ଦ୍ବିତୀୟ ଭାବରେ ବୃଦ୍ଧି ଯୋଗର ନିର୍ମାଣ ହେଉଛି। ଫଳରେ ଏମାନଙ୍କ ଭାଗ୍ୟ ଉଦୟ ହୋଇପାରେ। ଏମାନଙ୍କ ସମସ୍ତ ମନସ୍କାମନା ପୂରଣ ହୋଇପାରେ। ଏହି ରାଶିର ଜାତକ ଥିବା ବ୍ୟକ୍ତି ଏକ ସଫଳ ଜୀବନ ଉପଭୋଗ କରିବେ। ଏମାନଙ୍କ ମାନ ସମ୍ମାନ ବୃଦ୍ଧି ଘଟିବ। ଏମାନଙ୍କ ଦୈନିକ ଜୀବନରେ ଭଗବାନ ବିଷ୍ଣୁଙ୍କ କୃପା ରହିବ।

ବିଛା ଏବଂ ମେଷ ରାଶି: ଆସନ୍ତାକାଲିଠୁ ବିଛା ଏବଂ ମେଷ ରାଶି ଥିବା ବ୍ୟକ୍ତିଙ୍କ ଭାଗ୍ୟ ଉଦୟ ହୋଇପାରେ। ଏମାନଙ୍କ ଜାତକରେ ବୃଦ୍ଧି ଯୋଗର ନିର୍ମାଣ ହେଉଛି। ଫଳରେ ଏମାନଙ୍କୁ ବଡ଼ ଧରଣର ସଫଳତା ମିଳିବ। ଏମାନଙ୍କ ସମସ୍ତ ସମସ୍ୟା ଦୂର ହୋଇଯିବ। ଏମାନଙ୍କ ସ୍ବପ୍ନ ସାକାର ହେବ। ଏମାନେ ଆର୍ଥିକ ରୂପରେ ମଜବୁତ ହେବେ। ଏମାନେ ଭଗବାନ ବିଷ୍ଣୁଙ୍କ ଆରାଧନା କରିବେ।

ଧନୁ ଏବଂ କୁମ୍ଭ ରାଶି: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତାକାଲିଠୁ ଧନୁ ଏବଂ କୁମ୍ଭ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ପୂରାପୂରି ବଦଳିଯିବ। ଏମାନଙ୍କ ଜାତକରେ ସପ୍ତମ ଭାବରେ ବୃଦ୍ଧି ଯୋଗର ନିର୍ମାଣ ହେଉଛି। ଫଳରେ ତାଙ୍କର ସ୍ବପ୍ନ ସାକାର ହେବ। ଏମାନେ ଆର୍ଥିକ କ୍ଷେତ୍ରରେ ମଜବୁତ ହେବେ। ଏମାନଙ୍କ ଭାଗ୍ୟ ପରିବର୍ତ୍ତନ ହେବ। ଆପଣ ବିଷ୍ଣୁଙ୍କ ପୂଜା କଲେ ଆପଣଙ୍କ ପାଇଁ ଶୁଭ ହେବ।

2361 Views

   ସମ୍ବନ୍ଧିତ ଖବର