Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

କାଲିଠୁ ଶିବଯୋଗରେ ରହିବେ ଏହି ୬ଟି ରାଶିର ବ୍ୟକ୍ତି : ମିଳିବ ଫାଇଦା ହିଁ ଫାଇଦା

8/09/2019 at 12:13 PM

ଶାସ୍ତ୍ର କଥା କହିବା ଯଦି କାଲିଠୁ କିଛି ରାଶିର ବ୍ୟକ୍ତି ଶିବଯୋଗରେ ରହିବେ। ଯାହା ଦ୍ବାରା ତାଙ୍କୁ ଲାଭ ହିଁ ଲାଭ ହେବ ତଥା ଏହି ସବୁ ରାଶି ଥିବା ବ୍ୟକ୍ତି ଏକ ସଫଳ ଜୀବନ ଉପଭୋଗ କରିବେ। ଏମାନଙ୍କ ଘରେ ଆନନ୍ଦର ଲହରୀ ଖେଳିଯିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ୬ଟି ରାଶିର ବ୍ୟକ୍ତିଙ୍କ ବିଷୟରେ ଜାଣିବା ଯେଉଁମାନଙ୍କର ଶିବଯୋଗ କାରଣରୁ ଲାଭ ହିଁ ଲାଭ ହୋଇପାରେ ଏବଂ ତାଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ଆସନ୍ତୁ ଜାଣିବା ଏହି ରାଶିଗୁଡ଼ିକ ବିଷୟରେ

କନ୍ୟା ଏବଂ ବୃଷ ରାଶି : ଶାସ୍ତ୍ର ଅନୁସାରେ କାଲିଠୁ କନ୍ୟା ଏବଂ ବୃଷ ରାଶି ଶିବଯୋଗରେ ରହିବେ। ଯାହା ଦ୍ବାରା ଏହି ରାଶିର ବ୍ୟକ୍ତିଙ୍କୁ ଲାଭ ହିଁ ଲାଭ ମିଳିବ। ଏମାନଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ଆସିପାରେ। ପ୍ରେମ ଏବଂ ଧନରେ ଏମାନଙ୍କୁ ସଫଳତା ମିଳିବ। ଏମାନେ ଆର୍ଥିକ ରୂପରେ ମଜବୁତ ହେବେ। ଜମି ଏବଂ ଘର କିଣିବାର ଏମାନଙ୍କର ସ୍ବପ୍ନ ସାକାର ହେବ। ଏହି ସମୟ ତାଙ୍କ ଦୈନିକ ଜୀବନ ପାଇଁ ସବୁଠୁ ଉତ୍ତମ ରହିବ। ଭଗବାନ ଶିବଙ୍କ କୃପା ଏମାନଙ୍କ ଉପରେ ରହିବ।

ମକର ଏବଂ ସିଂହ ରାଶି : କାଲିଠୁ ମକର ଏବଂ ସିଂହ ରାଶି ଶିବଯୋଗରେ ରହିବେ। ଯାହା ଦ୍ବାରା ଏହି ରାଶିର ବ୍ୟକ୍ତିଙ୍କର ଲାଭ ହିଁ ଲାଭ ହୋଇପାରେ। ଏମାନଙ୍କ ଜୀବନରେ ଖୁସିର ସଞ୍ଚାର ହୋଇପାରେ ଏବଂ ଏମାନଙ୍କର ପରିଶ୍ରମ ଫଳବତୀ ହେବ। ଏମାନଙ୍କ ପରିଶ୍ରମର ଫଳ ମିଠା ହେବ। ଏମାନେ ପ୍ରେମ ଏବଂ ଧନରେ ପ୍ରତିଷ୍ଠା ପାଇବେ। ଜୀବନସାଥୀଙ୍କ ସହଯୋଗ ଏମାନଙ୍କୁ ଭାଗ୍ୟଶାଳୀ କରିବ। ଏମାନଙ୍କୁ କଷ୍ଟରୁ ମୁକ୍ତି ମିଳିବ। ଭଗବାନ ଶିବଙ୍କ ଆରାଧନା କରିବା ଏମାନଙ୍କ ପାଇଁ ଉତ୍ତମ ରହିବ।

ମେଷ ଏବଂ ବିଛା ରାଶି : ଶାସ୍ତ୍ର ଅନୁସାରେ କାଲିଠୁ ମେଷ ଏବଂ ବିଛା ରାଶି ଶିବଯୋଗରେ ରହିବେ। ଯାହା ଦ୍ବାରା ତାଙ୍କ ଜୀବନ ଆଲୋକିତ ହେବ ଏବଂ ତାଙ୍କୁ ସବୁ କାମରେ ସଫଳତା ମିଳିବ। ଏମାନଙ୍କ ବହୁ ଦିନର ସ୍ବପ୍ନ ସାକାର ହେବ। ତାଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହେବ। ନୂଆ ବ୍ୟବସାୟ ଆରମ୍ଭ କରି ପାରନ୍ତି । ଏମାନଙ୍କ ସମସ୍ତ ମନସ୍କାମନା ପୂରଣ ହେବ। ଭଗବାନ ଶିବଙ୍କ ଆରାଧନା କରିବା ଏମାନଙ୍କ ପାଇଁ ଶୁଭ ହେବ।

   Related Posts