Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

୨୧ ଦିନ ପର୍ଯ୍ୟନ୍ତ ମେଷ, ବୃଷ ସମେତ ଏହି ୫ ରାଶି ଉପରେ ରହିବ ସୂର୍ଯ୍ୟଙ୍କ କୃପା: ମିଳିବ ଭାଗ୍ୟର ସହଯୋଗ

25/09/2021 at 3:56 PM

ଭୁବନେଶ୍ୱର ୨୫/୦୯ : ଏବେ ସୂର୍ଯ୍ୟଦେବ କନ୍ୟା ରାଶି ରେ ଅଛନ୍ତି। ସୂର୍ଯ୍ୟଦେବ ୧୭ ଅକ୍ଟୋବର ପର୍ଯ୍ୟନ୍ତ କନ୍ୟା ରାଶିରେ ରହିବେ। ସୂର୍ଯ୍ୟଦେବଙ୍କୁ ଯ୍ୟୋତିଷ ଶାସ୍ତ୍ରରେ ବିଶେଷ ସ୍ଥାନ ଦିଆଯାଏ।  ସୂର୍ଯ୍ୟଙ୍କୁ ସମସ୍ତ ଗ୍ରହମାନଙ୍କ ମଧ୍ୟରେ ରାଜା ବୋଲି କୁହାଯାଏ। ସୂର୍ଯ୍ୟ ଶୁଭ ହେଲେ ବ୍ୟକ୍ତିର ଭାଗ୍ୟ ଉଦୟ ହୋଇଥାଏ। ସୂର୍ଯ୍ୟଙ୍କ କୃପାରୁ ବ୍ୟକ୍ତିଙ୍କୁ ଜୀବନରେ ସମସ୍ତ ପ୍ରକାର ସୁଖ ମିଳିଥାଏ। ଆସନ୍ତୁ ଜାଣିବା ଆସୁଥିବା ୨୨ ଦିନ ମଧ୍ୟରେ କେଉଁ ରାଶିମାନଙ୍କ ଉପରେ ରହିବ ସୂର୍ଯ୍ୟ ଦେବଙ୍କ କୃପା।

ମେଷ ରାଶି – ବର୍ତ୍ତମାନ ଆପଣ ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବେ। କାର୍ଯ୍ୟ ସ୍ଥଳରେ ଆପଣଙ୍କୁ ମାନ ସମ୍ମାନ ମିଳିବ। ଆର୍ଥିକ ସ୍ତିତି ପୂର୍ବ ଅପେକ୍ଷା ଭଲ ରହିବ। ସ୍ୱାସ୍ଥ୍ୟ ରେ ଉନ୍ନତି ଘଟିବ। ବୈବାହିକ ଜୀବନ ସୁଖମୟ ହେବ।

ବୃଷ ରାଶି – ଏବେ  ଆପଣଙ୍କ ମାନ ସମ୍ମାନ ବୃଦ୍ଧି ପାଇବ। କାର୍ଯ୍ୟକ୍ଷେତ୍ରରେ ଲାଭବାନ ହେବେ। ସୂର୍ଯ୍ୟଙ୍କ ଗମନା ଗମନ ସମୟରେ ଆପଣଙ୍କୁ ସଫଳତା ମିଳିବ । ଧନ ଆଗମନର ନୂଆ ସୁଯୋଗ ସୃଷ୍ଟି ହେବ। ବ୍ୟବସାୟୀମାନେ ଲାଭବାନ ହେବେ।  ୧୭ଅକ୍ଟୋବର ପର୍ଯ୍ୟନ୍ତ ଆପଣଙ୍କ ପାଇଁ ଖୁସିର ସମୟ ଅଛି।

ମିଥୁନ ରାଶି – ଏହି ସମୟରେ ପାରିବାରିକ ସମ୍ପର୍କ ବଢ଼ିବ । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ ସୁଯୋଗ ମିଳିପାରେ। ଆତ୍ମ ବିଶ୍ୱାସ ବୃଦ୍ଧି ପାଇବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଧନଲାଭ ହେବ ଯେଉଁଥିରେ ଆର୍ଥିକ ସ୍ଥିତି ସମୃଦ୍ଧି ହେବ।

ସିଂହ ରାଶି – ଆର୍ଥିକ ମାମଲା ରେ ସଫଳତା ମିଳିବ। ସମାଜରେ ମାନ ସମ୍ମାନ ବଢ଼ିବ। ପଦ ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ଯଦି ନିବେଶ କରିବେ ଲାଭବାନ ହେବେ। ଏବେ ନେଣଦେଣ ପାଇଁ ଶୁଭ ସମୟ

ଧନୁ ରାଶି – ଏବେ ଆପଣଙ୍କୁ ବ୍ୟବସାୟ ଓ ଚାକିରି ରେ ଶୁଭ ଫଳ ପ୍ରାପ୍ତ ହେବ। ଚାକିରିରେ ପଦୋନ୍ନତି ପାଇବାର ସୁଯୋଗ ଅଛି। ବ୍ୟୟକୁ ଆୟତ୍ତରେ ରଖନ୍ତୁ।  ପାରିବାରିକ ଜୀବନ ସୁଖମୟ ହେବ। ଆର୍ଥିକ କ୍ଷେତ୍ରରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଲାଭଦାୟକ ହେବ।

(ବି: ଦ୍ର : ଏଥିରେ ଥିବା ସୂଚନା ସମ୍ପୁର୍ଣ୍ଣ ସତ୍ୟ ବୋଲି ଆମେ ଦାବି କରୁନାହୁଁ।  ଏହାର ସମ୍ପୁର୍ଣ୍ଣ ସତ୍ୟତା ଜାଣିବା ପାଇଁ ଯ୍ୟୋତିର୍ବିଦଙ୍କ ସହିତ ଯୋଗାଯୋଗ କରନ୍ତୁ)

   Related Posts