Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଗୁଆର ଫଳର ତରକାରୀ ଖାଇଲେ ସମୂଳେ ନାଶ ହୋଇଥାଏ ଏହି ୫ଟି ଗମ୍ଭୀର ରୋଗ : ଜାଣନ୍ତୁ କେଉଁ ରୋଗ

27/05/2019 at 3:13 PM

ଗୁଆର ଫଳର ତରକାରୀ ତ ଆପଣ ସମସ୍ତେ ଖାଇଥିବେ। ଗୁଆର ଫଳର ତରକାରୀ ଖାଇବାକୁ ଯେତିକି ସ୍ବାଦିଷ୍ଟ ହୋଇଥାଏ ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ ହୋଇଥାଏ। ଗୁଆର ଫଳ ସେବନ କରିବା ଦ୍ବାରା ଅନେକ ରୋଗ ଭଲ ହୋଇ ଯାଇଥାଏ। ତେବେ ଆସନ୍ତୁ ଜାଣିବା ଏହି ଫଳ ବିଷୟରେ

୧.ମଧୁମେହ ଏବଂ କୋଲେଷ୍ଟ୍ରୋଲ : ଗୁଆର ଫଳରେ ପର୍ଯ୍ୟାପ୍ତ ମାତ୍ରାରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ଥାଏ। ଯାହା ମଧୁମେହ ଏବଂ କୋଲେଷ୍ଟ୍ରୋଲ ଭଳି ଗମ୍ଭୀର ରୋଗରୁ ମୁକ୍ତି ଦେଇଥାଏ।

୨.ରକ୍ତର ଅଭାବ : ଗୁଆର ଫଳ ସେବନ କରିବା ଦ୍ବାରା ଶରୀରକୁ ପର୍ଯ୍ୟାପ୍ତ ମାତ୍ରାରେ ଆଇରନ ମିଳିଥାଏ। ଯାହା ଦ୍ବାରା ଆନିମିଆ ରୋଗରୁ ମୁକ୍ତି ମିଳିଥାଏ।

୩. ପେଟ ରୋଗ: ଗୁଆର ଫଳ ଖାଇବା ଦ୍ବାରା ବିଭିନ୍ନ ପ୍ରକାର ପେଟ ଜନିତ ସମସ୍ୟା ଦୂର ହୋଇଥାଏ।

୪.ମାନସିକ ଅବସାଦ ଏବଂ ଚିନ୍ତା : ଗୁଆର ଫଳରେ ଥିବା ହାଇପୋଗ୍ଲୋମିକ୍ ଗୁଣ ନର୍ଭସ ସିଷ୍ଟମକୁ ଠିକ୍ ରଖିଥାଏ। ଏହା ଦ୍ବାରା ମସ୍ତିଷ୍କକୁ ଶାନ୍ତି ମିଳିଥାଏ।

୫.ଗର୍ଭବତୀ ମହିଳାଙ୍କ ପାଇଁ ଉପଯୁକ୍ତ: ଗୁଆର ଫଳରେ ଥିବା ଫୋଲିକ୍ ଏସିଡ ଗର୍ଭବତୀ ମହିଳାଙ୍କ ପାଇଁ ଲାଭଦାୟକ ହୋଇଥାଏ। ଏହା ଦ୍ବାରା ଭ୍ରୃଣର ବିକାଶ ଭଲଭାବେ ହୋଇଥାଏ।  

   Related Posts