Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାଳ ଭୈରବଙ୍କ ଅଂଶ ହୋଇଥାଆନ୍ତି ଏହି ୪ଟି ରାଶିର ବ୍ୟକ୍ତି : ଏମାନଙ୍କ ସହ କରନ୍ତୁ ନାହିଁ ଶତ୍ରୃତା

30/07/2019 at 1:26 PM

 କର୍କଟ,ବୃଷ,ତୁଳା ଏବଂ କୁମ୍ଭ ରାଶି ଥିବା ବ୍ୟକ୍ତିଙ୍କ ଜୀବନ ସହିତ ଜଡ଼ିତ ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଯିବ। ଏହା ବ୍ୟତୀତ ଆମଦାନୀ ବୃଦ୍ଧି କରିବା ପାଇଁ ନୂଆ ଉପାୟ ମିଳିବ। ଘରେ ଅର୍ଥାତ୍ ପରିବାରରେ ମାଆ ବାପାଙ୍କର ସହଯୋଗ ଆପଣଙ୍କୁ ସବୁଠୁ ଅଧିକ ମିଳିବ। ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ। ପୁରୁଣା ରୋଗରୁ ମୁକ୍ତି ମିଳିବ। ହଠାତ୍ ପ୍ରଚୁର ପରିମାଣରେ ଧନଲାଭର ଯୋଗ ରହିଛି। ଭାଗ୍ୟ ଆପଣଙ୍କ ସାଥ ଦେବ।

 ଅବିବାହିତ ​‌ଲୋକଙ୍କ ପାଇଁ ଭଲ ପରିବାରରୁ ବିବାହ ପ୍ରସ୍ତାବ ମିଳିପାରେ। ଆପଣଙ୍କ ପାଇଁ ଜୁଲାଇ ମାସ ସବୁଠୁ ଲକି ରହିବ। ଆପଣ ଭାବିଥିବା ସମସ୍ତ କାର୍ଯ୍ୟ ସଫଳତାର ସହିତ ପୂର୍ଣ୍ଣ ହେବ। ଏହି ସମୟରେ ଆପଣଙ୍କ ଉପରେ ଶନି ଦେବଙ୍କ କୃପା ଦୃଷ୍ଟି ସବୁଠୁ ଅଧିକ ରହିବ। ପରିବାର ସଦସ୍ୟଙ୍କ ସହିତ ସୁଖରେ ଜୀବନ ଅତିବାହିତ କରିବାର ସୁଯୋଗ ମିଳିବ।

   Related Posts