Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||

ଏହି ୪ଟି ରାଶିର ବ୍ୟକ୍ତି ଭୁଲରେ ମଧ୍ୟ ପିନ୍ଧନ୍ତୁ ନାହିଁ କଇଁଛର ମୁଦି ,ପଡ଼ିବେ ସଙ୍କଟରେ

25/06/2019 at 12:57 PM

ସବୁ ରାଶିର ଜାତକ ପାଇଁ ଭିନ୍ନ ଭିନ୍ନ ନିୟମ ଏବଂ ଉପାୟ ରହିଥାଏ ଯାହା କରିବା ଦ୍ବାରା ଏହା ସଫଳ ହୋଇଥାଏ। ଏପରି କ୍ଷେତ୍ରରେ କିଛି ଏପରି ରାଶି ରହିଥାଏ ଯେଉଁମାନଙ୍କୁ କେତେକ ଜିନିଷ ଭୁଲରେ ମଧ୍ୟ ପିନ୍ଧିବା ଅନୁଚିତ୍। ନଚେତ୍ ଏହା ସେହି ରାଶିର ବ୍ୟକ୍ତିଙ୍କୁ କ୍ଷତି ପହଞ୍ଚାଇଥାଏ। ଜ୍ୟୋତିଷ ଶାସ୍ତ୍ର ପରାମର୍ଶରେ କେତେକ ବ୍ୟକ୍ତି ନିଜ ହାତରେ ରତ୍ନ ମୁଦି କିମ୍ବା ବ୍ରେସଲେଟ୍ କିମ୍ବା ଗଳାର ଚେନରେ ରତ୍ନ ଖୋଦିତ କରି ପିନ୍ଧିଥାଆନ୍ତି ଯାହା ତାଙ୍କୁ ଶୁଭ ଫଳ ପ୍ରଦାନ କରିଥାଏ କିନ୍ତୁ ଏହା ଅଶୁଭ ଫଳ ମଧ୍ୟ ଦେଇଥାଏ। ଏପରି ପରିସ୍ଥିତିରେ ଏହି ରତ୍ନ ଭିନ୍ନ ଭିନ୍ନ ରଙ୍ଗ ଏବଂ କିସମର ହୋଇଥାଆନ୍ତି ଏବଂ ଏହା ପିନ୍ଧିବାର କାରଣ ମଧ୍ୟ ଜାତକ ଅନୁସାରେ ହୋଇଥାଏ।

କିନ୍ତୁ ଆଜିର ସମୟରେ ରତ୍ନ ବ୍ୟତୀତ ଏପରି ଅନେକ ଧରଣର ମୁଦି ହୋଇଥାଏ ଯାହା ଲୋକେ ନିଜ ହାତରେ ଧାରଣ କରିଥାଆନ୍ତି। ଏଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛଇ କଇଁଛର ମୁଦି। ଏହାକୁ ପିନ୍ଧିବା ଶୁଭ ମନେ କରାଯାଇଥାଏ କାରଣ ସବୁ ବ୍ୟକ୍ତିଙ୍କୁ ଏହା ଶୁଭ ଫଳ ପ୍ରଦାନ କରିନଥାଏ।

ଜ୍ୟୋତିଷଙ୍କ ଅନୁସାରେ କେତେକ ଏପରି ରାଶିର ଜାତକ ରହିଛି ଯାହାଙ୍କୁ କଇଁଛ ମୁଦି ଉତ୍ତମ ଫଳ ପ୍ରଦାନ କରିଥାଏ। କିନ୍ତୁ ଏମାନଙ୍କ ମଧ୍ୟରୁ କେତେକ ଏପରି ରାଶି ରହିଥାଏ ଯାହାଙ୍କୁ ଏହି ମୁଦି ଅନୁକୂଳ ଫଳ ପ୍ରଦାନ କରିନଥାଏ। ମେଷ,କନ୍ୟା,ବିଛା ଏବଂ ମୀନ ରାଶିର ବ୍ୟକ୍ତିମାନେ କଇଁଛ ମୁଦି ପିନ୍ଧିବା ଅନୁଚିତ୍। କାରଣ ଏହା ତାଙ୍କ ପାଇଁ ଅଶୁଭ ହୋଇଥାଏ।

   Related Posts