Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||
  • ଜାମିନ ସତ୍ତ୍ଵେ ଜେଲ୍‌ରେ ରହିବେ ପାଠକ ବାପ-ପୁଅ
  • ||
  • ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ‌
  • ||
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||

ଦିପାବଳୀ ପରେ ଲକ୍ଷପତିରୁ କୋଟିପତି ହୋଇପାରନ୍ତି ଏହି ୪ଟି ରାଶିର ବ୍ୟକ୍ତି!

25/10/2019 at 12:16 PM

ଦୀର୍ଘ ୧୨୦୦ ବର୍ଷ ପରେ କର୍କଟ, କନ୍ୟା, ମକର ଓ ସିଂହ ରାଶିର ବ୍ୟକ୍ତି ଲକ୍ଷପତିରୁ କୋଟିପତି ହୋଇପାରନ୍ତି। ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଯିବ। ଏପରିକି ଦୀର୍ଘ ଦିନଧରି ଲାଗି ରହିଥିବା ପାରିବାରିକ ସମସ୍ୟାରୁ ମୁକ୍ତି ମିଳିବ। ମାଆ ଲକ୍ଷ୍ମୀଙ୍କ କୃପା ଏହି ୪ଟି ରାଶିର ବ୍ୟକ୍ତିଙ୍କ ଉପରେ ରହିବ।

ଏହି ରାଶିର ବ୍ୟକ୍ତି ନିଜ ପରିବାର ଲୋକଙ୍କ ନିଷ୍ପତ୍ତି ଗ୍ରହଣ କରିବା ଉଚିତ୍‌। ଏଥିସହ ସାଙ୍ଗସାଥୀ ଓ ସଂପର୍କୀୟ ସହଯୋଗର ହାତ ବଢ଼ାଇବେ। ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ।

ଆପଣଙ୍କ ଉପରକୁ ଆସୁଥିବା ବିପଦ ଟଳିଯିବ। ଏହି ରାଶିର ବ୍ୟକ୍ତି ମାଆ ଲକ୍ଷ୍ମୀଙ୍କୁ ପୂଜା କରିବା ଉଚିତ୍‌। ମାଆ ଲକ୍ଷ୍ମୀଙ୍କ କୃପାରୁ ନୂଆ ଯାନ କିଣି ପାରନ୍ତି।  ଦୀପାବଳୀ ପରେ ଏହି ରାଶିର ବ୍ୟକ୍ତି ଲକ୍ଷପତିରୁ କୋଟିପତି ହୋଇ ଯାଇ ପାରନ୍ତି।

   Related Posts