Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

୨୪ ଘଣ୍ଟା ମଧ୍ୟରେ ଏହି ୩ ରାଶିର ବ୍ୟକ୍ତିଙ୍କୁ ମିଳିବ ଖୁସି ଖବର

25/06/2019 at 3:31 PM

ଭୁବନେଶ୍ୱର ୨୫/୬ : ଭଗବାନ ଶିବଙ୍କ କୃପାରୁ ୩ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ଅପାର ଖୁସି, ସୁଖ ସମୃଦ୍ଧି ଆଗମନ ହେବ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ଏହାସହ ଅଟକି ଯାଇଥିବା କାମ ମଧ୍ୟ ପୁରଣ ହେବ । କାର୍ଯ୍ୟକ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ପାଇବ । ଆଗାମୀ ସମୟରେ ଆପଣଙ୍କ ବ୍ୟବସାୟରେ ମଧ୍ୟ ଉନ୍ନତି ହେବ । ଏହି ରାଶିର ବ୍ୟକ୍ତି ଆଗାମୀ ସମୟରେ ଅଧିକ ଧନ ଉପାର୍ଜନ କରିବେ । ଏହି ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ଦୃଢ ହେବ । ସମସ୍ତ ଆର୍ଥିକ ସଙ୍କଟ ଦୂର ହୋଇଯିବ । ଏମାନଙ୍କ ପାଇଁ ଶୁଭ ସମୟ ଆରମ୍ଭ ହୋଇଛି । ଭଗବାନ ଶିବଙ୍କ କୃପାରୁ ଅଚାନକ ବଡ ଧନ ଲାଭ ହେବାର ସମ୍ଭାବନା ରହିଛି ।

ଧନ ପ୍ରାପ୍ତି ସହ ମାନ ସମ୍ମାନ ବଢିବାର ସମ୍ଭାବନା ରହିଛି । ଜମିଜମା ମାମଲାରେ ମଧ୍ୟ ଧନ ଲାଭ ହେବାର ପୁରା ସମ୍ଭାବନା ରହିଛି । ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ଏହାସହ ଶ୍ୱଶୁରଘର ତରଫରୁ କୌଣସି ବଡ ଉପହାର ମଧ୍ୟ ମିଳିପାରେ । କିଛି ସମ୍ପର୍କୀୟଙ୍କୁ ଆପଣ ସାହାଯ୍ୟ ମଧ୍ୟ କରିପାରନ୍ତି । ଏହି ସମୟ ଆପଣଙ୍କ ପାଇଁ ବହୁତ ଶୁଭ । ସଫଳ ହେବାରେ ଆପଣଙ୍କୁ କେହି ବାଧା ଦେଇପାରିବେ ନାହିଁ ।

ଏହି ୩ଟି ରାଶି ହେଲା ମିଥୁନ, ବୃଷ ଓ ବିଛା

   Related Posts