Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ଆଜି ଠାରୁ ୧୧ ତାରିଖ ମଧ୍ୟରେ ଏହି ୩ ରାଶିର ବ୍ୟକ୍ତିଙ୍କ ପାଇଁ ଖୁସିଖବର : ମିଳିବ ହନୁମାନଙ୍କ କୃପା

7/07/2019 at 6:43 PM

ରାଶି ନକ୍ଷତ୍ର ପରିବର୍ତ୍ତନ ଅନୁଯାୟୀ ମଣିଷର ଭାଗ୍ୟ ବଦଳିଥାଏ । ଗ୍ରହ ସ୍ଥିତି ଅନୁସାରେ ମଣିଷର ସମୟ ଭଲ ଏବଂ ଖରାପ ହୋଇଥାଏ । ଆଜିଠାରୁ ଜୁଲାଇ ୧୧ ତାରିଖ ଯାଏଁ ଏହି ୩ ରାଶିର ବ୍ୟକ୍ତି ବିଶେଷଙ୍କୁ ମିଳିପାରେ ଖୁସିଖବର । ଏହି ସମୟରେ ହନୁମାନଙ୍କ ପୂଜାର୍ଚ୍ଚନ କଲେ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ବିଶେଷ ଲାଭ ମିଳିବ । ଆସନ୍ତୁ ଜାଣିବା ସେ ୩ଟି କେଉଁ କେଉଁ ରାଶି :

କର୍କଟ – ଏହି ସମୟ ମଧ୍ୟରେ ଆପଣଙ୍କୁ ଧନ ଲାଭ ହେବାର ସମ୍ଭାବନା ରହିଛି । ମାନସିକ ସ୍ଥରରେ ସକ୍ରିୟ ରହିବେ । ଏହି ସମୟରେ ଆପଣ କାର୍ଯ୍ୟରେ ବ୍ୟସ୍ତ ରହିବେ । ଯଦି ପାର୍ଟନରସିପରେ କୌଣସି କାମ କରୁଛନ୍ତି ତାହେଲେ ଏ ସମୟ ମଧ୍ୟରେ ତାହା ସମ୍ପୁର୍ଣ୍ଣ ହେବ । ପାରିବାରିକ ସୁଖ ଶାନ୍ତି ପ୍ରାପ୍ତ କରିବେ ।

ସିଂହ – ଏହି ସମୟ ମଧ୍ୟରେ ଆପଣଙ୍କ ସମ୍ମୁଖରେ ଅନେକ ଦାୟୀତ୍ୱ ସମ୍ପନ୍ନ କାମ ତୁଲାଇବାକୁ ହେବ । ଯଦି କୌଣସି ମାମଲାରେ ଚିନ୍ତିତ ଅଛନ୍ତି ତାହେଲେ ଆଉ ଚିନ୍ତା କରିବା ଆବଶ୍ୟକ ନାହିଁ । ଆପଣଙ୍କ ସମସ୍ତ ସମସ୍ୟାର ସମାଧାନ ହୋଇଯିବ । କିଛି କାମରେ ବିଳମ୍ବ ହୋଇପାରେ ।

ମୀନ – କୌଣସି କାମରେ ତରତର ହୁଅନ୍ତୁ ନାହିଁ । ଏହି ସମୟରେ କାହାକୁ ଓଲଟା ଜବାବ ମଧ୍ୟ ଦିଅନ୍ତୁ ନାହିଁ । ଏହି ଦୁଇଟି ଜିନିଷ ଆପଣଙ୍କ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ । ମନୋରଞ୍ଜନରେ ଟଙ୍କା ଖର୍ଚ୍ଚ କରିପାରନ୍ତି । ପ୍ରେମ ସମ୍ପର୍କରେ କିଛି କିଛି ସମସ୍ୟା ଦେଖା ଦେଇପାରେ । ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ହୋଇପାରନ୍ତି ।

   Related Posts