ଗୋଟିଏ ଓ୍ବାଲର୍ଡ଼କପ୍ ଖେଳିବା ପରେ କ୍ରିକେଟ ଜଗତରେ ନଜର ଆସିନାହାନ୍ତି ଏହି ୩ଟି ଟିମ୍ : ଜାଣନ୍ତୁ କେଉଁ ଟିମ୍?

Published By : Prameya-News7 Bureau | July 03, 2019 IST

୧. ନାମିବିଆ : ୨୦୦୩ମସିହାରେ ବିଶ୍ବ କପରେ ନିଜ ସ୍ଥାନ ସୁନିଶ୍ଚିତ କରିବା ପରେ ନାମିବିଆ କ୍ରିକେଟ ଟିମକୁ ଥରେ ବି ବିଜୟ ମିଳିନଥିଲା। ଏହି ବିଶ୍ବକପ୍ ପରେ ନାମିବିଆର କ୍ରିକେଟ୍ ଟିମ୍ କେବେବି ନଜର ଆସିନାହିଁ।

{"id":129987}

୨. ଇଷ୍ଟ ଆଫ୍ରିକା : ଇଷ୍ଟ ଆଫ୍ରିକାର କ୍ରିକେଟ୍ ଟିମକୁ ଆଗରୁ ବିଶ୍ବକପରେ ଖେଳିବାର ସୁଯୋଗ ମିଳିଥିଲା। କିନ୍ତୁ ଏହି ବିଶ୍ବକପ୍ ପରେ ଇଷ୍ଟ ଆଫ୍ରିକାର ଟିମ୍ ଦ୍ବିତୀୟ ଥର କେବେ​ କୈାଣସି ବିଶ୍ବକପରେ ଦେଖିବାକୁ ମିଳିନଥିଲା।

{"id":129988,"width":583,"height":388}

୩.ବରମୁଡ଼ା : ବରମୁଡ଼ା କ୍ରିକେଟ ଟିମ୍ ୨୦୦୭ମସିହାରେ ବିଶ୍ବକପରେ ଚମତ୍କାର ଭାବେ ନିଜର ସ୍ଥାନ ସୃଷ୍ଟି କରିଥିଲା। କିନ୍ତୁ ଏହି ବିଶ୍ବକପ ପରେ ବରମୁଡ଼ାର କ୍ରିକେଟ ଟିମ୍ କେଉଁଠି ମଧ୍ୟ ନଜର ଆସିନଥିଲେ।

{"id":129989,"width":585,"height":330}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.