Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ଗୋଟିଏ ଓ୍ବାଲର୍ଡ଼କପ୍ ଖେଳିବା ପରେ କ୍ରିକେଟ ଜଗତରେ ନଜର ଆସିନାହାନ୍ତି ଏହି ୩ଟି ଟିମ୍ : ଜାଣନ୍ତୁ କେଉଁ ଟିମ୍?

3/07/2019 at 12:14 PM

୧. ନାମିବିଆ : ୨୦୦୩ମସିହାରେ ବିଶ୍ବ କପରେ ନିଜ ସ୍ଥାନ ସୁନିଶ୍ଚିତ କରିବା ପରେ ନାମିବିଆ କ୍ରିକେଟ ଟିମକୁ ଥରେ ବି ବିଜୟ ମିଳିନଥିଲା। ଏହି ବିଶ୍ବକପ୍ ପରେ ନାମିବିଆର କ୍ରିକେଟ୍ ଟିମ୍ କେବେବି ନଜର ଆସିନାହିଁ।

୨. ଇଷ୍ଟ ଆଫ୍ରିକା : ଇଷ୍ଟ ଆଫ୍ରିକାର କ୍ରିକେଟ୍ ଟିମକୁ ଆଗରୁ ବିଶ୍ବକପରେ ଖେଳିବାର ସୁଯୋଗ ମିଳିଥିଲା। କିନ୍ତୁ ଏହି ବିଶ୍ବକପ୍ ପରେ ଇଷ୍ଟ ଆଫ୍ରିକାର ଟିମ୍ ଦ୍ବିତୀୟ ଥର କେବେ​ କୈାଣସି ବିଶ୍ବକପରେ ଦେଖିବାକୁ ମିଳିନଥିଲା।

୩.ବରମୁଡ଼ା : ବରମୁଡ଼ା କ୍ରିକେଟ ଟିମ୍ ୨୦୦୭ମସିହାରେ ବିଶ୍ବକପରେ ଚମତ୍କାର ଭାବେ ନିଜର ସ୍ଥାନ ସୃଷ୍ଟି କରିଥିଲା। କିନ୍ତୁ ଏହି ବିଶ୍ବକପ ପରେ ବରମୁଡ଼ାର କ୍ରିକେଟ ଟିମ୍ କେଉଁଠି ମଧ୍ୟ ନଜର ଆସିନଥିଲେ।

   Related Posts