ପୋଲିସ୍ ପୋଷାକରେ ଖୁବ୍ ହଟ୍ ଦେଖାଯାଆନ୍ତି ଏହି ୩ଜଣ ଅଭିନେତ୍ରୀ : ଦେଖନ୍ତୁ ଫଟୋ
1/11/2019 at 1:30 PM

ମୁମ୍ବାଇ ୧/୧୧: ପୋଲିସର ଖାକି ପୋଷାକରେ କେବଳ ଅଭିନେତାମାନେ ନୁହେଁ ବରଂ ଅଭିନେତ୍ରୀମାନେ ମଧ୍ୟ ବହୁତ ସୁନ୍ଦର ଏବଂ ହଟ୍ ଦେଖାଯାଆନ୍ତି। ତେବେ କେତେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଖାକି ପୋଷାକରେ ଖୁବ୍ ଗ୍ଲାମରସ୍ ଏବଂ ହଟ୍ ଦେଖାଯାଆନ୍ତି। ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ

୧. ପ୍ରିୟଙ୍କା ଚୋପ୍ରା : ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସବୁ ପ୍ରକାରର ଭୂମିକାରେ ଅଭିନୟ କରିଛନ୍ତି। ସେ ଦୁଇଟି ଫିଲ୍ମରେ ପୋଲିସର ଖାକି ପୋଷାକରେ ନଜର ଆସିଛନ୍ତି। ସେ ଏହି ଲୁକରେ ବହୁତ ହଟ୍ ଦେଖାଯାଉଥିଲେ।

୨. ତବ୍ବୁ : ବଲିଉଡର ଦିଗ୍ଗଜ ଅଭିନେତ୍ରୀ ତବ୍ବୁ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି। ‘ଦୃଶ୍ୟମ୍’ ଫିଲ୍ମରେ ସେ ଜଣେ ପୋଲିସ୍ ଭୂମିକାରେ ଅଭିନୟ କରିଥିଲେ। ଏଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଥିଲେ।

୩. କାଜଲ୍ ଅଗ୍ରଓ୍ବାଲ୍ : ବଲିଉଡର ସୁନ୍ଦରୀ ଅଭିନେତ୍ରୀ କାଜଲ୍ ଅଗ୍ରଓ୍ବାଲ୍ ବଲିଉଡ ଫିଲ୍ମ ବ୍ୟତୀତ ଦକ୍ଷିଣ ଭାରତୀୟ ଫିଲ୍ମରେ ମଧ୍ୟ କାମ କରିଛନ୍ତି। କାଜଲ୍ ଅଗ୍ରଓ୍ବାଲ୍ ପୋଲିସର ଖାକି ପୋଷାକରେ ଖୁବ୍ ସୁନ୍ଦର ଦେଖାଯାଆନ୍ତି।