Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ପୋଲିସ୍ ପୋଷାକରେ ଖୁବ୍ ହଟ୍ ଦେଖାଯାଆନ୍ତି ଏହି ୩ଜଣ ଅଭିନେତ୍ରୀ : ଦେଖନ୍ତୁ ଫଟୋ

1/11/2019 at 1:30 PM

ମୁମ୍ବାଇ ୧/୧୧: ପୋଲିସର ଖାକି ପୋଷାକରେ କେବଳ ଅଭିନେତାମାନେ ନୁହେଁ ବରଂ ଅଭିନେତ୍ରୀମାନେ ମଧ୍ୟ ବହୁତ ସୁନ୍ଦର ଏବଂ ହଟ୍ ଦେଖାଯାଆନ୍ତି। ତେବେ କେତେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଖାକି ପୋଷାକରେ ଖୁବ୍ ଗ୍ଲାମରସ୍ ଏବଂ ହଟ୍ ଦେଖାଯାଆନ୍ତି। ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ

୧. ପ୍ରିୟଙ୍କା ଚୋପ୍ରା : ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସବୁ ପ୍ରକାରର ଭୂମିକାରେ ଅଭିନୟ କରିଛନ୍ତି। ସେ ଦୁଇଟି ଫିଲ୍ମରେ ପୋଲିସର ଖାକି ପୋଷାକରେ ନଜର ଆସିଛନ୍ତି। ସେ ଏହି ଲୁକରେ ବହୁତ ହଟ୍ ଦେଖାଯାଉଥିଲେ।

୨. ତବ୍ବୁ : ବଲିଉଡର ଦିଗ୍ଗଜ ଅଭିନେତ୍ରୀ ତବ୍ବୁ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି। ‘ଦୃଶ୍ୟମ୍’ ଫିଲ୍ମରେ ସେ ଜଣେ ପୋଲିସ୍ ଭୂମିକାରେ ଅଭିନୟ କରିଥିଲେ। ଏଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଥିଲେ।

୩. କାଜଲ୍ ଅଗ୍ରଓ୍ବାଲ୍ : ବଲିଉଡର ସୁନ୍ଦରୀ ଅଭିନେତ୍ରୀ କାଜଲ୍ ଅଗ୍ରଓ୍ବାଲ୍ ବଲିଉଡ ଫିଲ୍ମ ବ୍ୟତୀତ ଦକ୍ଷିଣ ଭାରତୀୟ ଫିଲ୍ମରେ ମଧ୍ୟ କାମ କରିଛନ୍ତି। କାଜଲ୍ ଅଗ୍ରଓ୍ବାଲ୍ ପୋଲିସର ଖାକି ପୋଷାକରେ ଖୁବ୍ ସୁନ୍ଦର ଦେଖାଯାଆନ୍ତି।  

   Related Posts