Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||

ଆଜି ଚନ୍ଦ୍ରଗ୍ରହଣରେ ସାବଧାନ ରୁହନ୍ତୁ ଏହି ଦୁଇ ରାଶି ଥିବା ବ୍ୟକ୍ତି : ଆନନ୍ଦରେ ଭରି ଉଠିବ ଜୀବନ

16/07/2019 at 1:52 PM

ତୁଳା ରାଶି : ତୁଳା ରାଶି ଥିବା ବ୍ୟକ୍ତିଙ୍କ ପାଇଁ ଆଗାମୀ ଦିନ ଅତ୍ୟନ୍ତ ଶୁଭ ଅଟେ। ଆପଣ ନିଜ ବ୍ୟବସାୟକୁ ନେଇ ଆଗକୁ ବଢ଼ିବେ। ଆପଣ ଖୁବ୍ ଯଶ ଲାଭ କରିବେ।

ନିଷ୍ପତ୍ତି ନେବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ। ମହାଦେବଙ୍କ କୃପାରୁ ଆପଣଙ୍କ ବିଗିଡ଼ିଯାଇଥିବା କାର୍ଯ୍ୟରେ ସୁଧାର ଆସିବ। ତାଙ୍କ ଜୀବନର ପ୍ରତି କ୍ଷଣ ମଧୁର ହୋଇଯିବ ଏବଂ ପ୍ରେମିକ,ପ୍ରେମିକାଙ୍କ ସହ ସମ୍ପର୍କ ମଧୁର ହେବ। ପରିବାରରେ ଶାନ୍ତିପୂର୍ଣ୍ଣ ମାହୋଲ ରହିବ।

କୁମ୍ଭ ରାଶି : ଆପଣଙ୍କ ଆଗାମୀ ଦିନ ଅତ୍ୟନ୍ତ ଶୁଭ ରହିବ। ଆପଣଙ୍କ ହଜି ଯାଇଥିବା ଧନ ଫେରି ପାଇବେ। ଆପଣଙ୍କ ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତ ଆନନ୍ଦରେ ବିତିବ। ଆପଣ ଯେଉଁ ସ୍ବପ୍ନ ଦୀର୍ଘ ଦିନରୁ ଦେଖୁଥିଲେ ସେହି ସ୍ବପ୍ନ ସାକାର ହେବ। ବ୍ୟବସାୟରେ ଉନ୍ନତି ଦେଖାଯିବ। ଆପଣଙ୍କୁ ଆପଣଙ୍କ ପ୍ରକୃତ ପ୍ରେମ ମିଳିବ। ଆପଣଙ୍କ ଦାମ୍ପତ୍ୟ ଜୀବନ ମଧୁର ହେବ। ଆପଣଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ ହେବ। ଆପଣଙ୍କ ଜୀବନ ଆନନ୍ଦରେ ଭରିଯିବ।

   Related Posts