Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଏହି ଦୁଇ ରାଶିର ବ୍ୟକ୍ତି କୌଣସି ସମସ୍ୟାରେ ଭାଙ୍ଗି ପଡନ୍ତିନାହିଁ : ଜୁଲାଇରୁ ଏମାନଙ୍କ ଭାଗ୍ୟ ନେବ ନୂଆ ମୋଡ

16/06/2019 at 2:56 PM

ଭୁବନେଶ୍ୱର ୧୬/୬ : ପରିବାର ଚାଲିଥିବା ସମସ୍ତ ପ୍ରକାର ସମସ୍ୟାରୁ ଅତି ଶୀଘ୍ର ମୁକ୍ତି ମିଳିବ । ଧନ ଉପାର୍ଜନ ପାଇଁ ମଧ୍ୟ ସାଧନ ମିଳିପାରେ । ଭଗବାନ ଶିବଙ୍କ କୃପାରୁ ଆପଣଙ୍କ ସମସ୍ତ ବିଗିଡି ଯାଇଥିବା କାମ ସୁଧୁରି ଯାଇପାରେ । ଆପଣଙ୍କ ଉଦାର ସ୍ୱଭାବ ଆପଣଙ୍କ ପାଇଁ ଭଲ ସମୟ ନେଇ ଆସୁଛି । ସଚ୍ଚୋଟ ଏବଂ ବିଶେଷ ଲୋକଙ୍କ ସହ ସମ୍ପର୍କ ବଢାଇବା ପାଇଁ ସାମାଜିକ ଆନ୍ଦୋଳନ ପାଇଁ ଏହା ଉତ୍କୃଷ୍ଟ ସମୟ ପ୍ରମାଣିତ ହେବ ।

ଏହି ସମୟରେ ଆପଣଙ୍କୁ ଆପଣଙ୍କ ଜୀବନସାଥୀ ମଧ୍ୟ ମିଳିପାରନ୍ତି । ସେଥିପାଇଁ ଆପଣଙ୍କୁ ଆପଣଙ୍କ ସାମାଜିକ ସ୍ଥିତି ବଜାୟ ରଖିବାକୁ ପଡିବ । ଜୀବନର ସବୁ କ୍ଷେତ୍ରରେ ସଫଲତା ହାସଲ କରି ଆଗକୁ ବଢି ଚାଲିବେ । ଭଗବାନଙ୍କ କୃପାରୁ ଆପଣଙ୍କ ବ୍ୟବସାୟରେ ଧନ ଲାବ ହୋଇପାରେ । ଆପଣଙ୍କ ମନ ପ୍ରସନ୍ନ ରହିବ ।

ଘରେ ସୁଖ ଶାନ୍ତି ବାତାବରଣ ରହିବ । ଶିକ୍ଷା କ୍ଷେତ୍ରରେ ପ୍ରେମିକା ସାହାଯ୍ୟ କରିବେ । ଆପଣଙ୍କ ଆତ୍ମବିଶ୍ୱାସ ବଢାଇବେ । ଆର୍ଥିକ ସ୍ଥିତି ମଜବୁତ୍ ରହିବ । ସରକାରୀ କାର୍ଯ୍ୟରେ ଅଧିକ ସଫଳତା ମିଳିବ । ଅଟକି ଯାଇଥିବା ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି ।

ଗାଡି ଚଲାଇବାରେ ସାବଧାନତା ଅବଲମ୍ବନ କରିବାକୁ ପଡିବ । ଲୋକଙ୍କ ମଧ୍ୟରେ ଆପଣ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇରହିବେ । ଆପଣଙ୍କ କାମର ପ୍ରଶଂସା ହେବ ।

ସେହି ଦୁଇଟି ଭାଗ୍ୟଶାଳୀ ରାଶି ହେଲେ ଧନୁ ଏବଂ ତୁଳା

   Related Posts