Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଏହି ୨ଜଣ ହେଉଛନ୍ତି ଆଡଲ୍ଟ ଫିଲ୍ମର ସବୁଠୁ ସୁନ୍ଦରୀ ଅଭିନେତ୍ରୀ :ଜାଣନ୍ତୁ କିଏ?

6/04/2019 at 4:54 PM

ଆପଣ ବଲିଉଡ ଏବଂ ହଲିଉଡର ବହୁତ ସୁନ୍ଦରୀ ଅଭିନେତ୍ରୀ ଦେଖିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଆଡଲ୍ଟ ଫିଲ୍ମ ଜଗତର ଅଭିନେତ୍ରୀଙ୍କ ବିଷୟରେ କହିବା ଯେଉଁମାନେ ସବୁଠୁ କ୍ୟୁଟ୍ ଷ୍ଟାର ଭାବେ ଜଣା ଯାଆନ୍ତି। ଏହି ଆଡଲ୍ଟ ଷ୍ଟାରଙ୍କୁ ସୈାନ୍ଦର୍ଯ୍ୟ ବଲିଉଡର ଆଗଧାଡ଼ିର ଅଭିନେତ୍ରୀଙ୍କ ସୈାନ୍ଦର୍ଯ୍ୟ ଆଗରେ ଫିକା ପଡ଼ିଯିବ।

୧.ଲିସା ଆନ: ଲିସା ଆନ ଆଡଲ୍ଟ ଫିଲ୍ମର ଜଣା ଶୁଣା ଏବଂ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ଲିସା ଆନଙ୍କୁ ଭାରତୀୟ ଲୋକେ ଖୁବ୍ ପସନ୍ଦ କରନ୍ତି। ଲିସା ଆନଙ୍କୁ ଲୋକେ ଗୁଗଲରେ ସବୁଠୁ ବେଶୀ ସର୍ଚ୍ଚ କରିଥାଆନ୍ତି।

୨.ମିଆ ଖଲିଫା : ଆଡଲ୍ଟ ଫିଲ୍ମର ସବୁଠୁ ସୁନ୍ଦରୀ ଅଭିନେତ୍ରୀ ମିଆ ଖଲିଫାଙ୍କୁ ବିଶ୍ବର ପ୍ରତ୍ୟେକ ବ୍ୟକ୍ତି ଜାଣିଥିବେ। ମିଆ ଖଲିଫା, ସନ୍ନି ଲିଓନିଙ୍କ ପରେ ସବୁଠୁ ବେଶୀ ଗୁଗଲରେ ସର୍ଚ୍ଚ କରାଯାଇଥିବା ଅଭିନେତ୍ରୀ ଅଟନ୍ତି।  

   Related Posts