ବ୍ରେକ ଅପ୍‌ ପରେ ଭାରି ଭଲ ଲାଗେ ଏହି ୧୦ଟି ବଲିଉଡ୍‌ ସଙ୍ଗ୍‌

Published By : Prameya-News7 Bureau | September 14, 2019 IST

ପ୍ରେମରେ ବିରହ ରହିଛି , ଆଉ ବିରହ ବେଦନାରୁ ମୁକ୍ତି ଦେଇଥାଏ ସଙ୍ଗୀତ । ସଙ୍ଗୀତର ମାଧୁର୍ଯ୍ୟ ଅନେକ ଦୁଃଖ ଯନ୍ତ୍ରଣାକୁ ଉପଶମ କରିଥାଏ । ବିହୀର ମନକୁ ହାଲକା କରିଥାଏ ।ମନକୁ ଶାନ୍ତି ପ୍ରଦାନ କରେ ।
ଏବେ ଭିକ୍କି କୌଶଳ ଓ ନୋରା ଫତେହିଙ୍କୁ ଉପରେ ନିର୍ମାଣ ହୋଇଥିବା ସିନମାରେ ଅରିଜିତ୍‌ ସିଂଙ୍କ ଗୀତ ବଡା ଫଛତାଓଗେ ବେଶ୍‌ ଲୋକପ୍ରିୟ ହୋଇ ପାରିଛି । ଏବେ ପ୍ରେମରେ ବିରହ ବା ବ୍ରେକ୍‌ ଅପ୍‌ ଏକ ବଡ ସମସ୍ୟା । ବ୍ରେକ ଅପ୍‌ ପରେ ଅନେକ ଲୋକ ଖରାପ ଅଭ୍ୟାସର ବଶବର୍ତ୍ତୀ ହୋଇ ପାରନ୍ତି । ମାତ୍ର ସଙ୍ଗୀତ ଏଥିରୁ ତାଙ୍କୁ ମୁକ୍ତି ଦେବ । ସବୁଠାରୁ ବଡ ସାହାର ହୋଇ ପାରିବ । ମନରେ ପୁଣି ଭରସା ଓ ବିଶ୍ୱାସ ଆସିବ ।

ପ୍ରଥମ ଗୀତ- କସମେ ବାଦେ ପ୍ୟାର ବଫା , ବାତୋଁ ହେଁ ବୋତଁ କା କ୍ୟା
ହିନ୍ଦୀ ଚଳଚ୍ଚିତ୍ର ଉପକାରର ଏହି ସଙ୍ଗୀତ ବେଶ୍‌ ଲୋକପ୍ରିୟ । ଏହା ଦୁନିଆ ଉପରେ ଭରସା ହଟିବା ସମୟ ବିଷୟକୁ ପ୍ରଦର୍ଶୀତ କରିଛି । କିନ୍ତୁ ମନ୍ନାଦେଙ୍କ ସ୍ୱର ଯେବେବି କାହାକୁ ଭିଜୁଆଲ ସହ ଶୁଣିବ ଓ ଦେଖବ ସେ ନିଶ୍ଚୟ ବ୍ରେକଅଫ୍‌ର କଷ୍ଟରୁ ଭୁଲି ଯିବ

wp:core-embed/youtube {"url":"https://www.youtube.com/watch?v=oIiHAKDfksk","type":"video","providerNameSlug":"youtube","className":"wp-embed-aspect-4-3 wp-has-aspect-ratio"}
https://www.youtube.com/watch?v=oIiHAKDfksk
/wp:core-embed/youtube

୨. ଆଚ୍ଛା ଚଲତା ହୁଁ ଦୁଆଁଓମେ ୟାଦ ରଖନା
ମ୍ୟୁଜିକାଲ ସିନେମା ଏ ଦିଲ୍‌ ହେ ମୁସକିଲ୍‌ର ଏହି ଗୀତ ବ୍ରେକଅପ୍‌ ସମୟରେ ଅନେକ ଶାନ୍ତି ପ୍ରଦାନ କରିଥାଏ ।

wp:core-embed/youtube {"url":"https://youtu.be/bzSTpdcs-EI","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://youtu.be/bzSTpdcs-EI
/wp:core-embed/youtube

୩ ଦିଲ୍‌ ପେ ପଥର ରଖକେ ମୁଁ ପେ ମେ ମେକ୍‌ କରଲିଆ
ବ୍ରେକଅପ୍‌ ପରେ ସବୁଠାରୁ ବେଶୀ ଯଦି କାହାର ଆବଶ୍ୟତା ଥାଏ ତାହା ହେଉଛି ସଙ୍ଗୀତ ।ଏହା ଅବସାଦକୁ ଦୂର କରିଥାଏ । ୟେ ଦିଲ୍‌ ହେ ମୁସ୍‌କିଲ୍‌ର ଏହି ଗୀତ ବେଶ୍‌ ଶାନ୍ତି ଦେଇଥାଏ ।

wp:core-embed/youtube {"url":"https://youtu.be/kd5KqlmcHNo","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://youtu.be/kd5KqlmcHNo
/wp:core-embed/youtube

୪ ତଡପ ତଡପକେ ଇସ୍‌ ଦିଲମ୍‌ ଆହ ନିକଲତି ରହି
ବ୍ରେକଅପ୍‌ ପପେ ହମ୍‌ ଦିଲ୍‌ ଦେଚୁକେ ସନମର ଏହି ଗୀତ ଅନେକଙ୍କୁ ବେଶ୍‌ ଭଲ ଲାଗେ । ଏହି ଗୀତ ହୃଦୟର କୋଣ ଅନୁକୋଣକୁ ସ୍ପର୍ଶ କରିଥାଏ ।

wp:core-embed/youtube {"url":"https://youtu.be/NV_XDwH606c","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://youtu.be/NV_XDwH606c
/wp:core-embed/youtube

୫. ମାନା କେ ହମ ୟାର ନହିଁ
ମେରୀ ପ୍ୟାରି ବିନ୍ଦୁର ଏହି ପରିଣିତି ଚୋପ୍ରା ଗାଇଥଲ୍ । ଏହି ଗୀତ ଅନେକରଙ୍କ ଫେରାଇଟ୍‌ । ଏକ ବିଂଶତମ ଶତାଦ୍ଦୀରେ ବ୍ରେକଅପ୍‌ ପରେ ପ୍ରେମିକ- ପ୍ରେମିକା ଭଲ ବନ୍ଧୁ ବି ହୋଇଯାଉଛନ୍ତି ।

wp:core-embed/youtube {"url":"https://youtu.be/D9N7qAyLofE","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://youtu.be/D9N7qAyLofE
/wp:core-embed/youtube

୬. ମୋରା ପିୟା ମୋ ସେ ବୋଲତା ନାହି
ସିନେମା ରାଜନୀତିର ଏହି ଗୀତ ବ୍ରେକଅପ୍‌ ପରର ଠିକ୍‌ କାହାଣୀକୁ ଦର୍ଶାଉଛି । ଏହା ବେଶ୍‌ ହୃଦୟସ୍ପର୍ଶୀ . ଆଦେଶ ଶ୍ରୀବାସ୍ତବଙ୍କ ଏହି ଗୀତ ହୃଦୟକୁ ସ୍ପର୍ଶ କରିଥାଏ ।

wp:core-embed/youtube {"url":"https://youtu.be/X-0CXsGcW8Y","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://youtu.be/X-0CXsGcW8Y
/wp:core-embed/youtube


୭. ନାଦାନ ପରିନ୍ଦେ ଘର ଆଜା
ବ୍ରେକଅପ୍‌ ପରେ ଏହି ଗୀତ ଏକ ଦମ ମନକୁ ପ୍ରଭାବିତ କରେ । ରକଷ୍ଟାର ଏହି ଗୀତ ବେଶ୍‌ ଲୋକ ପ୍ରିୟ

wp:core-embed/youtube {"url":"https://youtu.be/ttIKsnxPrMY","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://youtu.be/ttIKsnxPrMY
/wp:core-embed/youtube

୮,ଠୁକରା କେ ମେରା ପ୍ୟା ମେରା ଇଂତକାମ ଦେଖୋଗେ
ଶାଦୀ ମେଁ ଜୁରୁର ଆନାର ଏହି ଦୀତ ଉତ୍ତରଭାରତର ଏକକାହାଣୀକୁ ଦର୍ଶଉଛି ।ବ୍ରେକଅପ୍‌ ପରେ ଶୁଣୀରେ ନିଜ ଅହଙ୍କାରରୁ ମୁକ୍ତି ପାଇବେ ।

wp:core-embed/youtube {"url":"https://youtu.be/BiVyN2ftrrs","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://youtu.be/BiVyN2ftrrs
/wp:core-embed/youtube


୯. ଛନ୍‌ ସେ ଜୋ ଟୁଟେ କୋଇ ସପନା, ଜଗ ସୁନା ସୁନା ଲାଗେ
ବ୍ରେକଅପ୍‌ ପରେ ଓମ୍‌ ଶାନ୍ତି ଓମ୍‌ର ଏହି ଗୀତ ଶୁଣିବାକୁ ବେଶ୍‌ ଭଲ ଲାଗେ

wp:core-embed/youtube {"url":"https://youtu.be/5VP-tau_XfU","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://youtu.be/5VP-tau_XfU
/wp:core-embed/youtube

୧୦ . ଭୁଲା ଦେନା ମୁଝେ , ୟେହେ ଦୁଆ ତୁଝେ, ତୁଝେ ଜୀନା ହେ ମେରେ ସିବା
ଏହି ଗୀତ ବ୍ରେକଅପ୍‌ ପରେ ହୃଦୟକୁ ସ୍ପର୍ଶ କରିଥାଏ ।

wp:core-embed/youtube {"url":"https://youtu.be/g8LEktKv9hs","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://youtu.be/g8LEktKv9hs
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.