Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବ୍ରେକ ଅପ୍‌ ପରେ ଭାରି ଭଲ ଲାଗେ ଏହି ୧୦ଟି ବଲିଉଡ୍‌ ସଙ୍ଗ୍‌

ପ୍ରେମରେ ବିରହ ରହିଛି , ଆଉ ବିରହ ବେଦନାରୁ ମୁକ୍ତି ଦେଇଥାଏ ସଙ୍ଗୀତ । ସଙ୍ଗୀତର ମାଧୁର୍ଯ୍ୟ ଅନେକ ଦୁଃଖ ଯନ୍ତ୍ରଣାକୁ ଉପଶମ କରିଥାଏ । ବିହୀର ମନକୁ ହାଲକା କରିଥାଏ ।ମନକୁ ଶାନ୍ତି ପ୍ରଦାନ କରେ ।
ଏବେ ଭିକ୍କି କୌଶଳ ଓ ନୋରା ଫତେହିଙ୍କୁ ଉପରେ ନିର୍ମାଣ ହୋଇଥିବା ସିନମାରେ ଅରିଜିତ୍‌ ସିଂଙ୍କ ଗୀତ ବଡା ଫଛତାଓଗେ ବେଶ୍‌ ଲୋକପ୍ରିୟ ହୋଇ ପାରିଛି । ଏବେ ପ୍ରେମରେ ବିରହ ବା ବ୍ରେକ୍‌ ଅପ୍‌ ଏକ ବଡ ସମସ୍ୟା । ବ୍ରେକ ଅପ୍‌ ପରେ ଅନେକ ଲୋକ ଖରାପ ଅଭ୍ୟାସର ବଶବର୍ତ୍ତୀ ହୋଇ ପାରନ୍ତି । ମାତ୍ର ସଙ୍ଗୀତ ଏଥିରୁ ତାଙ୍କୁ ମୁକ୍ତି ଦେବ । ସବୁଠାରୁ ବଡ ସାହାର ହୋଇ ପାରିବ । ମନରେ ପୁଣି ଭରସା ଓ ବିଶ୍ୱାସ ଆସିବ ।

ପ୍ରଥମ ଗୀତ- କସମେ ବାଦେ ପ୍ୟାର ବଫା , ବାତୋଁ ହେଁ ବୋତଁ କା କ୍ୟା
ହିନ୍ଦୀ ଚଳଚ୍ଚିତ୍ର ଉପକାରର ଏହି ସଙ୍ଗୀତ ବେଶ୍‌ ଲୋକପ୍ରିୟ । ଏହା ଦୁନିଆ ଉପରେ ଭରସା ହଟିବା ସମୟ ବିଷୟକୁ ପ୍ରଦର୍ଶୀତ କରିଛି । କିନ୍ତୁ ମନ୍ନାଦେଙ୍କ ସ୍ୱର ଯେବେବି କାହାକୁ ଭିଜୁଆଲ ସହ ଶୁଣିବ ଓ ଦେଖବ ସେ ନିଶ୍ଚୟ ବ୍ରେକଅଫ୍‌ର କଷ୍ଟରୁ ଭୁଲି ଯିବ

୨. ଆଚ୍ଛା ଚଲତା ହୁଁ ଦୁଆଁଓମେ ୟାଦ ରଖନା
ମ୍ୟୁଜିକାଲ ସିନେମା ଏ ଦିଲ୍‌ ହେ ମୁସକିଲ୍‌ର ଏହି ଗୀତ ବ୍ରେକଅପ୍‌ ସମୟରେ ଅନେକ ଶାନ୍ତି ପ୍ରଦାନ କରିଥାଏ ।

୩ ଦିଲ୍‌ ପେ ପଥର ରଖକେ ମୁଁ ପେ ମେ ମେକ୍‌ କରଲିଆ
ବ୍ରେକଅପ୍‌ ପରେ ସବୁଠାରୁ ବେଶୀ ଯଦି କାହାର ଆବଶ୍ୟତା ଥାଏ ତାହା ହେଉଛି ସଙ୍ଗୀତ ।ଏହା ଅବସାଦକୁ ଦୂର କରିଥାଏ । ୟେ ଦିଲ୍‌ ହେ ମୁସ୍‌କିଲ୍‌ର ଏହି ଗୀତ ବେଶ୍‌ ଶାନ୍ତି ଦେଇଥାଏ ।

୪ ତଡପ ତଡପକେ ଇସ୍‌ ଦିଲମ୍‌ ଆହ ନିକଲତି ରହି
ବ୍ରେକଅପ୍‌ ପପେ ହମ୍‌ ଦିଲ୍‌ ଦେଚୁକେ ସନମର ଏହି ଗୀତ ଅନେକଙ୍କୁ ବେଶ୍‌ ଭଲ ଲାଗେ । ଏହି ଗୀତ ହୃଦୟର କୋଣ ଅନୁକୋଣକୁ ସ୍ପର୍ଶ କରିଥାଏ ।

୫. ମାନା କେ ହମ ୟାର ନହିଁ
ମେରୀ ପ୍ୟାରି ବିନ୍ଦୁର ଏହି ପରିଣିତି ଚୋପ୍ରା ଗାଇଥଲ୍ । ଏହି ଗୀତ ଅନେକରଙ୍କ ଫେରାଇଟ୍‌ । ଏକ ବିଂଶତମ ଶତାଦ୍ଦୀରେ ବ୍ରେକଅପ୍‌ ପରେ ପ୍ରେମିକ- ପ୍ରେମିକା ଭଲ ବନ୍ଧୁ ବି ହୋଇଯାଉଛନ୍ତି ।

୬. ମୋରା ପିୟା ମୋ ସେ ବୋଲତା ନାହି
ସିନେମା ରାଜନୀତିର ଏହି ଗୀତ ବ୍ରେକଅପ୍‌ ପରର ଠିକ୍‌ କାହାଣୀକୁ ଦର୍ଶାଉଛି । ଏହା ବେଶ୍‌ ହୃଦୟସ୍ପର୍ଶୀ . ଆଦେଶ ଶ୍ରୀବାସ୍ତବଙ୍କ ଏହି ଗୀତ ହୃଦୟକୁ ସ୍ପର୍ଶ କରିଥାଏ ।


୭. ନାଦାନ ପରିନ୍ଦେ ଘର ଆଜା
ବ୍ରେକଅପ୍‌ ପରେ ଏହି ଗୀତ ଏକ ଦମ ମନକୁ ପ୍ରଭାବିତ କରେ । ରକଷ୍ଟାର ଏହି ଗୀତ ବେଶ୍‌ ଲୋକ ପ୍ରିୟ

୮,ଠୁକରା କେ ମେରା ପ୍ୟା ମେରା ଇଂତକାମ ଦେଖୋଗେ
ଶାଦୀ ମେଁ ଜୁରୁର ଆନାର ଏହି ଦୀତ ଉତ୍ତରଭାରତର ଏକକାହାଣୀକୁ ଦର୍ଶଉଛି ।ବ୍ରେକଅପ୍‌ ପରେ ଶୁଣୀରେ ନିଜ ଅହଙ୍କାରରୁ ମୁକ୍ତି ପାଇବେ ।


୯. ଛନ୍‌ ସେ ଜୋ ଟୁଟେ କୋଇ ସପନା, ଜଗ ସୁନା ସୁନା ଲାଗେ
ବ୍ରେକଅପ୍‌ ପରେ ଓମ୍‌ ଶାନ୍ତି ଓମ୍‌ର ଏହି ଗୀତ ଶୁଣିବାକୁ ବେଶ୍‌ ଭଲ ଲାଗେ

୧୦ . ଭୁଲା ଦେନା ମୁଝେ , ୟେହେ ଦୁଆ ତୁଝେ, ତୁଝେ ଜୀନା ହେ ମେରେ ସିବା
ଏହି ଗୀତ ବ୍ରେକଅପ୍‌ ପରେ ହୃଦୟକୁ ସ୍ପର୍ଶ କରିଥାଏ ।

469 Views

   ସମ୍ବନ୍ଧିତ ଖବର