Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ମାସ୍କ ପାଇଁ ନାହିଁ ଚିନ୍ତା : ଖୁବ୍ ଶୀଘ୍ର ମିଳିବ ୨୫କୋଟିରୁ ଅଧିକ ମାସ୍କ

11/04/2020 at 3:41 PM

ପାନିପତ ୧୧/୪: ସମସ୍ତ ସହରରେ ଆଦେଶ ଜାରି ହୋଇଛି ଯେ ମାସ୍କ ନ ପିନ୍ଧି କେହି ବାହାରକୁ ବାହାରିବେ ନାହିଁ। ଭାଇରସରୁ ବର୍ତ୍ତିବା ପାଇଁ ସର୍ଜିକାଲ୍ ମାସ୍କ ଜରୁରୀ। କିନ୍ତୁ ଆପଣ ଜାଣିଛନ୍ତି କି ଏହି ମାସ୍କକୁ ପ୍ରସ୍ତୁତ କରିବା ପାଇଁ କଞ୍ଚାମାଲ୍ କେଉଁଠୁ ଆସିଥାଏ। ଏହି କଞ୍ଚାମାଲକୁ ପ୍ରସ୍ତୁତ କରିଥାଏ ଇଣ୍ଡିଆନ୍ ଅୟେଲ୍ କର୍ପୋରେସନ୍ ଲିମିଟେଡର ନେଫ୍ଥା କ୍ରାକର ୟୁନିଟ୍।

ଲକଡାଉନ୍ ଯୋଗୁଁ ନେଫ୍ଥା କ୍ରାକର ପ୍ଲାଣ୍ଟ ମଧ୍ୟ ବନ୍ଦ କରାଯିବାର ଥିଲା। ସେତେବେଳେ ଜଣା ପଡ଼ିଥିଲା ଯେ ଦେଶକୁ ମାସ୍କ ଆବଶ୍ୟକତା ରହିଛି,କଳାବଜାରୀ ବଢ଼ିପାରେ,ତେଣୁ ବିଶେଷ ଟିମ୍ ପ୍ଲାଣ୍ଟକୁ କେବଳ କିଛି ଦିନ ପାଇଁ ବନ୍ଦ ହେବାରୁ ରୋକିନଥିଲା ବରଂ ୨ହଜାର ଟନ୍ କଞ୍ଚାମାଲ୍ ଅଧିକ ଉତ୍ପାଦନ କରିଥିଲା। ୭୦୦୦ଟନ୍ ପ୍ରସ୍ତୁତ କରି ଏହାକୁ କମ୍ପାନୀଗୁଡ଼ିକୁ ସପ୍ଲାଏ କରାଯାଉଛି। କେବଳ ଏତିକି ନୁହେଁ ଲକଡାଉନ୍ ସମୟରେ ଏହି ମାଲକୁ ପହଞ୍ଚାଇବା ପାଇଁ ଜରୁରୀ ଅନୁମତି ମଧ୍ୟ କମ୍ପାନୀର ଅଧିକାରୀ ଆଣି ଦେଉଛନ୍ତି ।

 ୭୦୦୦ଟନ୍ କଞ୍ଚାମାଲ ଯଦି କେବଳ ମାସ୍କ ପ୍ରସ୍ତୁତ କରିବାରେ ଉପଯୋଗ କରାଯାଏ ତେବେ ପାଖାପାଖି ୨୫କୋଟି ମାସ୍କ ପ୍ରସ୍ତୁତ କରାଯାଇପାରିବ।

   Related Posts