Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

ଦେଶରେ ବଳିଷ୍ଠ ବିକଳ୍ପର ଘୋର ଅଭାବ, ଏମିତି କାହିଁକି କହି​‌ଲେ କଂଗ୍ରେସ ନେତା କପିଲ ସିବ୍ବଲ

13/06/2021 at 4:46 PM

ନୂଆଦିଲ୍ଲୀ ୧୩/୬: କଂଗ୍ରେସର ବରିଷ୍ଠ ନେତା କପିଲ ସିବ୍ବଲ ପୁଣି ଥରେ ଦଳର ନେତୃତ୍ବଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ଜିତିନ ପ୍ରସାଦ ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ୍‌ ହେବା ପରେ ଦଳରେ ଥିବା ଜି୨୨ ନେତାମାନଙ୍କ ମଧ୍ୟରେ ଥିବା ସିବ୍ବଲ କହିଛନ୍ତି, ଦେଶରେ ରାଜନୈତିକ ବିକଳ୍ପର ଘୋର ଅଭାବ ରହିଛି। ଦେଶରେ ମଜଭୁତ ଏବଂ ବିଶ୍ବସନୀୟ ବିପକ୍ଷର ଆବଶ୍ୟକତା ରହିଛି।

ଦଳରେ ସୁଧାର ହେବା ଦରକାର ବୋଲି କହିବା ସହ ଭାରତକୁ ପୁନରୁଦ୍ଧାରବାଦୀ କଂଗ୍ରେସର ଆବଶ୍ୟକତା ଅଛି ବୋଲି କହିଛନ୍ତି ସିବ୍ବଲ। ଏହା ସହ ଦଳ ଏହା ଦେଖାଇବା ଦରାକର ସକ୍ରିୟ ଅଛି ଏବଂ ସାର୍ଥକତାର ସହ କାମ କରିବାକୁ ଇଚ୍ଛୁକ । ସେ ଆହୁରି ମଧ୍ୟ କହିଛନ୍ତି, ‘କଂଗ୍ରେସ ଖୁବଶୀଘ୍ର ସଂଗଠନାତ୍ମକ ନିର୍ବାଚନ କରିବା ସହ କେନ୍ଦ୍ରୀୟ ଏବଂ ରାଜ୍ୟ ସ୍ତରରେ ବ୍ୟାପକ ସୁଧାର କରି ଜଡ଼ତା ସ୍ଥିତିରେ ଦଳ ନାହିଁ ବୋଲି ଦେଖାଇବାକୁ ହେବ।’ 

ଏହା ସହ କଂଗ୍ରେସରେ ଅନୁଭବୀ ଏବଂ ଯୁବ ନେତାଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବାର ଆବଶ୍ୟକତା ଅଛି ବୋଲି କପିଲ୍‌ ସିବ୍ବଲ କହିଛନ୍ତି ।  

   Related Posts