Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଜେଲ ରଖିଲାନି, ପୋଲିସ ଭର୍ତ୍ତି କରିଥିଲା ହସପିଟାଲରେ , ହେଲେ ମରିଗଲା ଅଭିଯୁକ୍ତ

8/11/2019 at 10:01 PM

ବାଲେଶ୍ବର ୮|୧୧: ବାଲେଶ୍ବର ଜିଲ୍ଲା ବାଲିଆପାଳ ପୋଲିସ ଚୋରି ମାମଲାର ଜଣେ ଅଭିଯୁକ୍ତକୁ କୋର୍ଟ ପଠାଇଥିଲା  ।  ଜାମିନ ନାମଂଜୁର ହେବାରୁ ଅଭିଯୁକ୍ତଂକୁ ଜେଲ ପଠାଇ ଦିଆଗଲା । ତବେ ଜେଲ କତୃପକ୍ଷ ଅଭିଯୁକ୍ତଂକୁ ରଖିଲେ ନାହିଁ । କାରଣ ଅଭିଯୁକ୍ତ ଗୁରୁତର ଥିଲେ । ତାଙ୍କ ଦେହରେ ବିଭିନ୍ନ କ୍ଷତଦାଗ ଥିଲା , ଆଉ ରକ୍ତ ବି ଝରୁଥିଲା ।

ସେଥିପାଇଁ ଜେଲ କତୃପକ୍ଷ ଅଭିଯୁକ୍ତଂକୁ ମେଡିକାଲ ନେବା ପାଇଁ ସାଥିରେ ଯାଇଥିବା ପୋଲିସକୁ କହିଥିଲେ । ପୋଲିସ ନେଇ ତାଂକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲା।ତେବେ ଆଜି ତାଙ୍କର ଡାକ୍ତର ଖାନାରେ ମୃତ୍ୟୁ ହୋଇଯାଇଛି । ତାଙ୍କ ନାଁ ଶ୍ୟାମ ସୁନ୍ଦର ଦାସ , ବୟସ 65 ବର୍ଷ । ତବେ ଏନେଇ ମୃତକଙ୍କ ପରିବାର ସଦସ୍ୟ କି ପୋଲିସ କାହାର ପ୍ରତିକ୍ରିୟା ମିଳି ନାହିଁ । 

   Related Posts