ଦହିବରା ଖାଇବା ବେଳେ ମହିଳାଙ୍କ ଭ୍ୟାନିଟି ଝାମ୍ପି ନେଲେ ଦୁର୍ବୃତ୍ତ
29/05/2020 at 3:11 PM

ଆନନ୍ଦପୁର୨୯/୫: ଦିନ ଦିପହରେ ମହିଳାଙ୍କ ଲୁଟି ନେଲେ ଦୁର୍ବୃତ୍ତ। ରାସ୍ତାରେ ଦହିବରା ଖାଇବା ବେଳେ ତାଙ୍କଠାରୁ ଲୁଟି ନେଇଥିବା ଅଭିଯୋଗ କରିଛନ୍ତି ମହିଳା। ମହିଳା ଜଣଙ୍କ ଦହିବରା ଖାଇବା ସମୟରେ ଟିକେ ଅନ୍ୟ ମନସ୍କ ହେବାରୁ ସୁଯୋଗ ଦେଖି ତାଙ୍କ ଭ୍ୟାନିଟି ବ୍ୟାଗ୍କୁ ଝାମ୍ପି ନେଇଥିଲେ ଦୁର୍ବୃତ୍ତ। ଘସିପୁରା ସୁଡୁସୁଡିଆ ବାଇପାସ୍ ନିକଟରେ ଏହି ଘଟଣା ଘଟିଛି। ମହିଳାଙ୍କ କହିବା ଅନୁସାରେ ତାଙ୍କ ବ୍ୟାଗ୍ରେ ସୁନା ଗହଣା ଥିଲା। ଏହି ଲୁଟ୍ ଘଟଣାରେ ଘଷିପୁରା ପୋଲିସ୍ ତଦନ୍ତ କରୁଛି।
Related Posts
୧୦ ବରିଷ୍ଠ ଅଧିକାରୀଙ୍କୁ ୧୦ ଜିଲ୍ଲା ଦାୟିତ୍ବ
2 March 2021
ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ, ୪୦ରୁ ଅଧିକ ଗାଈ ଉଦ୍ଧାର
2 March 2021