Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ସଂକ୍ରମଣ ରୋକିବାକୁ ସଜାଗ ବଲାଙ୍ଗୀର ପ୍ରଶାସନ, ସଚେତନତା ସହ ଷ୍ଟେସନରେ ଯାଞ୍ଚ୍ ପ୍ରକ୍ରିୟା ଜୋରଦାର୍
  • ||
  • ନବୀନଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଲୋଡିଲେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ
  • ||
  • କରୋନା ସଂକ୍ରମଣ ରୋକିବାକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ହେଲା ନୋଟିସ, ସନ୍ଧ୍ୟା ୭ଟା ୩୦ ସୁଦ୍ଧା ହଷ୍ଟେଲ ଫେରିବାକୁ ଛାତ୍ରଙ୍କୁ ନିର୍ଦ୍ଦେଶ
  • ||
  • ଚିକିତ୍ସା ଅବହେଳାରୁ ୨ ନବଜାତ ଶିଶୁ ପୁତ୍ର ମୃତ ! ନର୍ସ ଓ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ବାପା
  • ||
  • ଓଲଟି ପଡିଲା ପ୍ରିନ୍ସ, ମୃତ୍ୟୁ ମୁଖରୁ ବର୍ତ୍ତିଲେ ୪୬ ଯାତ୍ରୀ
  • ||
  • ଷ୍ଟିୟରିଂ ଉପରୁ ନିୟନ୍ତ୍ରଣ ହରାଇଲେ ଡ୍ରାଇଭର, ଓଲଟି ପଡିଲା ଟ୍ରକ, ୬ ଶ୍ରମିକ ମୃତ
  • ||

ଦହିବରା ଖାଇବା ବେଳେ ମହିଳାଙ୍କ ଭ୍ୟାନିଟି ଝାମ୍ପି ନେଲେ ଦୁର୍ବୃତ୍ତ

29/05/2020 at 3:11 PM

ଆନନ୍ଦପୁର୨୯/୫: ଦିନ ଦିପହରେ ମହିଳାଙ୍କ ଲୁଟି ନେଲେ ଦୁର୍ବୃତ୍ତ। ରାସ୍ତାରେ ଦହିବରା ଖାଇବା ବେଳେ ତାଙ୍କଠାରୁ ଲୁଟି ନେଇଥିବା ଅଭିଯୋଗ କରିଛନ୍ତି ମହିଳା। ମହିଳା ଜଣଙ୍କ ଦହିବରା ଖାଇବା ସମୟରେ ଟିକେ ଅନ୍ୟ ମନସ୍କ ହେବାରୁ ସୁଯୋଗ ଦେଖି ତାଙ୍କ ଭ୍ୟାନିଟି ବ୍ୟାଗ୍‌କୁ ଝାମ୍ପି ନେଇଥିଲେ ଦୁର୍ବୃତ୍ତ। ଘସିପୁରା ସୁଡୁସୁଡିଆ ବାଇପାସ୍ ନିକଟରେ ଏହି ଘଟଣା ଘଟିଛି। ମହିଳାଙ୍କ କହିବା ଅନୁସାରେ ତାଙ୍କ ବ୍ୟାଗ୍‌ରେ ସୁନା ଗହଣା ଥିଲା। ଏହି ଲୁଟ୍ ଘଟଣାରେ ଘଷିପୁରା ପୋଲିସ୍ ତଦନ୍ତ କରୁଛି।  

   Related Posts