Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

କ୍ବାରେଣ୍ଟାଇନ୍‌ ସେଣ୍ଟରରେ ଶିଶୁକନ୍ୟାକୁ ଜନ୍ମ ଦେଲେ ମହିଳା

29/05/2020 at 2:00 PM

କେନ୍ଦ୍ରପଡା୨୯/୫: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଜୟଚନ୍ଦ୍ରପୁର ପଞ୍ଚାୟତର ବଡଗାଁ ବଜ୍ରମହାକାଳୀ ପ୍ରାଥମିକ ବିଦ୍ୟାଳୟର ସଙ୍ଗରୋଧ ଗୃହରେ ଥିବା ପ୍ରବାସୀ ମହିଳାଙ୍କ ଏକ ଶିଶୁ କନ୍ୟା ଜନ୍ମ ହୋଇଛି।ମହାକାଳପଡା ଥାନା ବାରଡାଙ୍ଗ ଗ୍ରାମର ଶତୃଘ୍ନ ନାୟକଙ୍କ ପତ୍ନୀ ସବିତା ନାୟକ ଗର୍ଭବତୀ ଥିବା ସମୟରେ ଗତ ୨୭ ତାରିଖ ଦିନ  ସୁରଟରୁ ଆସିଥିଲେ । ତାଙ୍କ ସହିତ ୪ ବର୍ଷର ଝିଅ ସହ ବଡଗାଁ ସଙ୍ଗରୋଧ ଗୃହରେ ରହୁଥିଲେ। ଏହି ସଙ୍ଗରୋଧରେ ଗୃହରେ ମୋଟ ୮ ଜଣ ମହିଳା  ୩ ଜଣ ଶିଶୁ  ୧୫ଜଣ ପୁରୁଷ ରହୁଥିଲେ। ରାତିରେ ସବିତାଙ୍କ ସ୍ବାବ ଯନ୍ତ୍ରଣା ହେବାରୁ ଆଶାକର୍ମୀ, ଅଙ୍ଗନିବାଡି କର୍ମୀ ଡାକ୍ତର ଟିମ୍‌କୁ ଡକାଇ ଥିଲେ । ଆଜି ସକାଳେ ସବିତା ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। 

   Related Posts