Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ଶରୀରର ତାପରୁ ଚାର୍ଜ ହେବ ସ୍ମାର୍ଟଓ୍ବାଚ, ଜାଣନ୍ତୁ କେମିତି

7/09/2019 at 3:10 PM

ନୂଆଦିଲ୍ଲୀ ୭/୯: ବର୍ଲିନରେ ଆରମ୍ଭ ହୋଇଥିବା  International funkostelung(ଆଇଏଫଏ ୨୦୧୯)ରେ ଏଚଏମଡି ଗ୍ଲୋବାଲ ଯେଉଁଠି ନୋକିଆର ୧୫୦ ଘଂଟିଆ ବ୍ୟାଟେରୀ ବ୍ୟାକଅପ ବିଶିଷ୍ଟ ପାଓ୍ବାର ଇୟରବଡସ ଲଂଚ କରିଛି । ସେହିଭଳି ଏଲଜି କଂପାନୀର ୩୬୦ ଡିଗ୍ରୀ ଫୋଲ୍ଡ ବାଲା ସ୍ମାର୍ଟଫୋନ ଲଂଚ କରିଛି । ବିଶ୍ବର ସବୁଠାରୁ ବଡ ଏହି ଇଲେକ୍ଟ୍ରୋନିକ ସୋରେ ଏଭଳି ଏକ ସ୍ମାର୍ଟଓ୍ବାଚ ଲଂଚ କରାଯାଇଛି , ଯାହାକୁ ଆପଣଙ୍କୁ ଚାର୍ଜ କରିବାକୁ ପଡିବନି । କାହିଁକି ନା ଏହି ସ୍ମାର୍ଟଓ୍ବାଚଟି ମଣିଷ ଶରୀରର ତାପମାତ୍ରାରୁ ହିଁ ଆପଣାଛାଏଁ ଚାର୍ଜ ହୋଇଯିବ ।

 ମାଟ୍ରିକ୍ସ ନାମକ କଂପାନୀ ଏହି ଇଲୋକ୍ଟ୍ରୋନିକ୍ ମେଳାରେ ନିଜର ପାଓ୍ବାରଓ୍ବାଚ-୨ ଲଂଚ କରିଛି । ଯାହାକୁ କେବେ ଚାର୍ଜ କରିବାକୁ ଦରକାର ପଡିବ ନାହିଁ। କାହିଁକି ନା ଏହି ସ୍ମାର୍ଟଓ୍ବାଚଟି ଆପଣଙ୍କ ଶରୀରର ତାପରୁ ହିଁ ଚାର୍ଜ ହେବ । ଏଥିରେ ୧.୨ ଇଂଚର ବ୍ଲାକ୍ ଆଣ୍ଡ ହ୍ବାଇଟ୍ ଡିସପ୍ଲେ ରହିଛି । ଏଥିସହିତ ହିଁ ଥର୍ମୋମିଟର ଏବଂ ସୋଲାର ଚାର୍ଜିଂ ଭଳି ସୁବିଧା ବି ଦିଆଯାଇଛି । ଏହାଛଡା ଏଥିରେ ଜିପିଏସ ଏବଂ ଫିଟନେସ ଟ୍ରାକର ଭଳି ବହୁ ଭଲ ଭଲ ଫିଚର ମଧ୍ୟ ଦିଆଯାଇଛି ।  

   Related Posts