Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୟୂରଭଞ୍ଜ : ଗାଧୋଇବା ବେଳେ ଖସିଗଲା ଗୋଡ, ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ସମ୍ବଲପୁର : ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ
  • ||

ଚୋରକୁ ବାନ୍ଧି ପୁଲିସ୍‌ ଜିମା ଦେଲେ ଗ୍ରାମବାସୀ

31/07/2020 at 11:23 AM

ସୋର୩୧/୭:  ଚୋରକୁ ବାନ୍ଧି ଚଲାଇ ଚଲାଇ ପୁଲିସ ଜିମା ଦେଲେ ଗ୍ରାମବାସୀ। ବାହାନଗା ବ୍ଲକ ବିପଦ ଗାଁରେ ଗତକାଲି ରାତିରେ ଭିଲାଇ ଗାଁର ଗଣେଶ ମାଝୀ ଚୋରୀ କରୁଥିବା ବେଳେ ଗାଁ ଲୋକେ ଗଣେଶକୁ  ଧରି ଦୁଇ ହାତକୁ ବାନ୍ଧି ନାଡ ଦେଇ ରାସ୍ତାରେ ଚଲାଇ ଚଲାଇ ଗୋପାଳପୁର ଫାଣ୍ଡି ଜିମା ଦେଇଛନ୍ତି। ଗଣେଶ ଓ ତାର ସହଯୋଗୀ ମାନେ ଜିଲାର ବସ୍ତା, ବାଲିଆପାଳ, ଆଡିଆ ପ୍ରଭୁତି ସ୍ଥାନରୁ ଚୋରୀ କରୁଥିବା ର ସେ ସ୍ବୀକାର କରିଛନ୍ତି।

   Related Posts