ବାସୁଦେବପୁର ବ୍ଲକର ୧୨ଟି ରାସ୍ତାକୁ ସିଲ୍ କଲା ସୋର ପ୍ରଶାସନ

Published By : Prameya-News7 Bureau | April 20, 2020 IST

ବାଲେଶ୍ବର୨୦/୪: ବାସୁଦେବପୁର ସୋର ବ୍ଲକର ୧୨ଟି ରାସ୍ତାକୁ ସିଲ୍ କଲା ସୋର ପ୍ରଶାସନ। ବାସୁଦେବପୁରରେ କରୋନା ପଜିଟିଭ୍‌ ବାହାରିବା ପରେ ବାଲେଶ୍ଵର ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ରାସ୍ତା ସିଲ୍ କରାଯାଇଛି ।  ଏଥିସହିତ ଏହି ଅଞ୍ଚଳରେ ପୋଲିସ ପାଟ୍ରୋଲିଂ ଆରମ୍ଭ ହୋଇଛି। ବାହାର ରାଜ୍ୟରୁ ଆସିଥିବା ୨୪୫  ଜଣଙ୍କ ଘରେ ଅଙ୍ଗନବାଡି କର୍ମୀ ଷ୍ଟିକର୍ ଲଗାଇଲେ ଓ ସ୍ୱାସ୍ଥ୍ୟ ପରୀକ୍ଷା ହେଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.