Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ନୟାଗଡ଼ରେ ବଦଳିଲା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ସମୟ…

8/04/2020 at 3:14 PM

ଭୁବନେଶ୍ବର୮/୪:ନୟାଗଡ଼ରେ ବଦଳିଲା ଅତ୍ୟାବଶ୍ୟକ ସାମଗ୍ରୀ  ଦୋକାନ ଖୋଲିବା ସମୟ । ଆସନ୍ତା କାଲି ଠାରୁ ସକାଳ ୭ଟାରୁ ୧ଟା ପଯ୍ୟନ୍ତ ଖୋଲିବାକୁ ପ୍ରଶାସନର ନିର୍ଦ୍ଦେଶ । ପୂର୍ବରୁ ଦିନ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଖୋଲା ଯାଉଥିଲା। ସେହିପରି ସତ୍ୟନଗରକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଜଣେ କରୋନା ରୋଗୀ ଚିହ୍ନଟ ପରେ ସତ୍ୟନଗର ଅଞ୍ଚଳ ସିଲ୍ କରି ଦିଆଯାଇଛି। କରୋନା ସଂକ୍ରମିତଙ୍କ କୌଣସି ଟ୍ରାଭେଲ୍ ହିଷ୍ଟ୍ରି ନାହିଁ।ସତ୍ୟନଗର ଅଞ୍ଚଳରୁ ବିଗ ବଜାରର ଉତ୍ତର ପାର୍ଶ୍ବ ମଧ୍ୟରେ କିଛି ଅଞ୍ଚଳ ସିଲ୍‌ ହୋଇଛି।

ସତ୍ୟନଗର ଛକରୁ କାଳୀ ମନ୍ଦିର ପର୍ଯ୍ୟନ୍ତ ସିଲ୍ ହୋଇଛି। ସେହିପରି କାଳୀ ମନ୍ଦିର ଛକରୁ ପତଞ୍ଜଳି ଷ୍ଟୋର, ପତଞ୍ଜଳି ଷ୍ଟୋରରୁ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅଫିସର୍ସ କ୍ବାର୍ଟର, ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅଫିସର୍ସ କ୍ବାର୍ଟରରୁ ସତ୍ୟନଗର ଛକ ପର୍ଯ୍ୟନ୍ତ ସିଲ୍ ହୋଇଛି।ସେହିଭଳି ସତ୍ୟନଗର ଅଞ୍ଚଳରୁ ବିଗ ବଜାରର ଦକ୍ଷିଣ ପାର୍ଶ୍ବ ମଧ୍ୟରେ PWD ଡିଭିଜନ୍-୩ ଅଫିସ ଏବଂ କ୍ବାର୍ଟର କମ୍ପ୍ଲେକ୍ସ ସିଲ୍ କଣ୍ଟେନମେଣ୍ଟ ଜୋନ୍‌  ବିମଏ୍‌ସି ଦ୍ବାରା ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ।

   Related Posts