ଠେଙ୍ଗା ସାମ୍ନାରେ ଫିକା ପଡ଼ିଗଲା ବନ୍ଧୁକ: ଭିଡ଼ିଓ ହେଲା ଭାଇରାଲ୍, ଦେଖନ୍ତୁ ଭିଡିଓ
20/01/2020 at 5:53 PM

ନୂଆଦିଲ୍ଲୀ୨୦/୧: ସାମ୍ନାକୁ ଆସିଲା ଚୋରର କାରନାମା। ଦୋକାନ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଦୋକାନକୁ ଚୋରି କରିବାକୁ ଆସିଥିବା ଚୋରକୁ ଠେଙ୍ଗା ଧରି ଗୋଡ଼େଇଲେ ଦୋକାନ ମାଲିକ। ଚୋରି କରିବାକୁ ଆସିଥିବା ଚୋର ବନ୍ଧୁକ ଦେଖାଇ ଦୋକାନୀଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଥିଲା। ହେଲେ ଦୋକାନୀ ବନ୍ଧୁକକୁ ଖାତିର ନ କରି ବାଡ଼ି ଧରି ଚୋରକୁ ଗୋଡ଼ାଇ ଗୋଡ଼ାଇ ଶେଷରେ ଧରିଲେ। ସୋସିଆଲ ମିଡିଆରେ ଏହି ଭିଡିଆ ଭାଇରାଲ ହେବା ପରେ ପରେ ୟୁଜର୍ସ ବିଭିନ୍ନ ପ୍ରକାର କୌତୁକିଆ କମେଣ୍ଟ ଦେଇଛନ୍ତି। ଦେଖନ୍ତୁ ଚୋରିର ଭିଡିଓ ଏବଂ ୟୁଜର୍ସଙ୍କ କମେଣ୍ଟ…
Related Posts
ଜମିଜମା ବିବାଦରୁ ତୁମୁଳକାଣ୍ଡ, ଜଣଙ୍କୁ ମିଶି ମାରିଦେଲେ ଗ୍ରାମବାସୀ
28 January 2021