Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଦୁନିଆର ଏମିତି ଏକ ଟିମ ଯିଏ ଆଜି ଯାଏଁ ସେମିଫାଇନାଲରେ ହାରିନାହିଁ : ନାଁ ଜାଣି ହୋଇଯିବେ ଖୁସି

8/07/2019 at 11:57 AM

ମଞ୍ଚେଷ୍ଟର ୮/୭ : ବିଶ୍ୱକପ ୨୦୧୯ ସେମିଫାଇନାଲ ମ୍ୟାଚ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ସେମିଫାଇନାଲ ଆସନ୍ତାକାଲି, ଜୁଲାଇ ୯ ତାରିଖରେ ହେବ । ଦ୍ୱିତୀୟ ସେମିଫାଇନାଲ ଜୁଲାଇ ୧୧ ତାରିଖରେ ହେବ । ଏମିତି ଏକ ଟିମ ଅଛି ଯିଏ ବିଶ୍ୱକପ କ୍ରିକେଟରେ ଆଜି ପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ ହାରିନାହିଁ ।

ଭାରତ – ସେମିଫାଇନାଲ ଜିତିଥିବା ଟିମମାନଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ଅଛି ଭାରତ । ଭାରତୀୟ ଟିମ ୬ ଥର ସେମିଫାଇନାଲ ଖେଳିଛି ଏବଂ ୩ ଥର ବିଜୟ ହାସଲ କରିଛି ।

ଇଂଲଣ୍ଡ – ସେମିଫାଇନାଲ ଜିତିଥିବା ଟିମମାନଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ଅଛି ଇଂଲଣ୍ଡ । ଇଂଲଣ୍ଡ ବିଶ୍ୱକପ ସେମିଫାଇନାଲ ୫ ଥର ଖେଳିଛି ଏବଂ ୩ ଥର ବିଜୟ ହାସଲ କରିଛି ।

ଅଷ୍ଟ୍ରେଲିଆ – ବିଶ୍ୱକପ ସେମିଫାଇନାଲରେ ଜିତିଥିବା ଟିମମାନଙ୍କ ମଧ୍ୟରେ ପ୍ରଛମ ସ୍ଥାନରେ ଅଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ଟିମ ବିଶ୍ୱକପ ସେମିଫାଇନାଲରେ ୭ ଥର ଖେଳିଛି ଏବଂ ୭ ଥର ବିଜୟ ହାସଲ କରିଛି । ଅଷ୍ଟ୍ରେଲିଆ ଦୁନିଆର ଏକ ମାତ୍ର ଟିମ ଯିଏ ସେମିଫାଇନାଲର ସମସ୍ତ ମୁକାବିଲା ଜିତିଛି ।

   Related Posts