Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାତି ୮.୩୦ରୁ ୧୦.୩୦ ସୁଦ୍ଧା ଲ୍ୟାଣ୍ଡଫଲ୍‌ କରିପାରେ ଅମ୍ଫାନ: ଆଉ ୨ ଘଣ୍ଟା ଭିତରେ ପାରାଦୀପ ଅତିକ୍ରମ କରିବ ବାତ୍ୟା

20/05/2020 at 9:43 AM

ଭୁବନେଶ୍ବର୨୦/୫: ରାତି ୮.୩୦ରୁ ୧୦.୩୦ ସୁଦ୍ଧା ଲ୍ୟାଣ୍ଡଫଲ୍‌ କରିପାରେ ବାତ୍ୟା ଅମ୍ଫାନ।  ଆସନ୍ତା ୬ ରୁ ୮ ଘଣ୍ଟା ଗୁରୁତ୍ବପୂର୍ଣ୍ଣ ରହିଛି।  ଦିନ ୪ଟା ରୁ ୫ଟା ଭିତରେ ଉପକୂଳ ଅତିକ୍ରମ କରିବ ବାତ୍ୟା ଅମ୍ଫାନ।  ଆସନ୍ତା ୨ ଘଣ୍ଟା ଭିତରେ ପାରାଦୀପ ଅତିକ୍ରମ କରିବ ବାତ୍ୟା ଅମ୍ଫାନ । ବର୍ତ୍ତମାନ ପାରାଦୀପରେ ଘଣ୍ଟାପ୍ରତି ପବନର ବେଗ ୧୦୨ କିଲୋମିଟର ରହିଛି। ବାତ୍ୟାର ସମୀକ୍ଷା କରି ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ସମୁଦ୍ର କୂଳିଆ ଅଞ୍ଚଳର ଲୋକେ ପୁରା ଭୟଭୀତ ରହିଛନ୍ତି। ଆଇଏମ୍‌ଡିର ଆକଳନ ଅନୁଯାୟୀ, ବାତ୍ୟା ଅମ୍ଫାନ ଗତି କରୁଛି।

   Related Posts