Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୪କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୫୧ କରୋନା ସଂକ୍ରମିତ, ୧୦୫୦୫୦୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାସ୍ତା କଡକୁ ଖସି ପଡିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
  • ||
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ଯେତେ ପାଖେଇ ଆସୁଛି ସେତେ ଭୟଙ୍କର ହେଉଛି: ପାରାଦୀପଠାରୁ ୧୨୫ କିମି ଦୂରରେ ବାତ୍ୟା ଅମ୍ଫାନ

20/05/2020 at 8:07 AM

ଭୁବନେଶ୍ବର୨୦/୫: ଯେତେ ପାଖେଇ ଆସୁଛି ସେତେ ଭୟଙ୍କର ହେଉଛ। ଓଡିଶା ଉପକୂଳରେ ଅମ୍ଫାନର ପ୍ରଭାବ ଦେଖଯାଇଛି। ଘଣ୍ଟାପ୍ରତି ୧୧ କିଲୋମିଟର ବେଗରେ ଗତି କରୁଛି।  ସମୁଦ୍ରରେ ଚକ୍ରବାତର ରୂପ ନେଇ ବାତ୍ୟା ଅମ୍ଫାନ।  ପାରାଦୀପ ଓ ଧାମରାରେ ଉଚ୍ଚ ଜୁଆରା ଦେଖା ଯାଇଛି। ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଏବଂ ବାଲେଶ୍ବର ଜିଲ୍ଲାରେ ପ୍ରବଳ ପବନ ବୋହୁଛି। ଉପକୂଳ ଓଡିଶାରେ ୧୦୦ କିଲୋମିଟର ବେଗରେ ପବନ ବୋହୁଛି। ପାରାଦୀପଠାରୁ  ମାତ୍ର ୧୨୫ କିଲୋମିଟର ଦୂରରେ ବାତ୍ୟା ଅମ୍ଫାନ କେନ୍ଦ୍ରୀଭୂତ ହେଉଛି। ଆଜି ସନ୍ଧ୍ୟାସୁଦ୍ଧା ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ୍‌ କରିବ ବୋଲି ପାଣିପାଗ ବିଶେଷଜ୍ଞ  କହିଛନ୍ତି।

   Related Posts