ରାଜ୍ୟ କ୍ୟାବିନେଟ୍ ବୈଠକରେ ୮ଟି ପ୍ରସ୍ତାବ ଉପରେ ବାଜିଲା ମୋହର
2/03/2020 at 10:32 PM

ଭୁବନେଶ୍ବର୨/୩: ରାଜ୍ୟ କ୍ୟାବିନେଟ୍ ବୈଠକରେ ୮ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ପଞ୍ଚାୟତି ରାଜ, ପାନୀୟ ଜଳ ଓ ଅନ୍ୟ ୨ ବିଭାଗର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକୁ କ୍ୟାବିନେଟ୍ ସ୍ବୀକୃତି ମିଳିଛି । ଜଳ ସଂପଦ ବିଭାଗର ୫ ଟି ପ୍ରସ୍ତାବ, ପଞ୍ଚାୟତିରାଜ ବିଭାଗର ଗୋଟିଏ ଏବଂ ଅର୍ଥ ବିଭାଗର ଗୋଟିଏ ପ୍ରସ୍ତାବ ଉପରେ ମୋହର ବାଜିଛି ।
Related Posts
୫ବର୍ଷ ଶିଶୁର କାଟି ଦେଲା ଗଳା, ଦୁର୍ବୃତ୍ତକୁ କାବୁ କଲେ ଗ୍ରାମବାସୀ
28 January 2021