Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

ଘରୋଇ କଳିରୁ ସୁନ୍ଦରଗଡ଼ ଲେଫ୍ରିପଡ଼ାରେ ଅଘଟଣ, ଜ୍ବାଇଁ ମାଡ଼ରେ ଶ୍ବଶୁର ମୃତ

10/04/2020 at 1:35 PM

ସୁନ୍ଦରଗଡ୧୦/୪: ଲକଡାଉନ୍‌ରେ ଲେଫ୍ରିପଡା ଥାନା ଅନ୍ତର୍ଗତ ଭଅରଖୋଲ ଗାଁରେ ହତ୍ୟା । ଘରୋଇ କଲହକୁ କେନ୍ଦ୍ର କରି ଶ୍ବଶୁର ବିଶେଶ୍ୱର ନାଗଙ୍କୁ ହତ୍ୟା କରିଛି ଜ୍ବାଇଁ ଲଳିତ ଓରାମ । ଗତକାଲି ବିଳମ୍ବିତ ରାତ୍ରରେ ଏହି ହତ୍ୟା ହୋଇଛି। ଏହି ଘଟଣାରେ ପୋଲିସ୍‌ ତଦନ୍ତ ଜାରି ରଖିଛି। ଏହି ହତ୍ୟା ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କୌଣସି ଏକ କଥାକୁ ନେଇ ଶ୍ବଶୁର ଓ ଜ୍ବାଇଁଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ଶ୍ବଶୁର ଓ ଜ୍ବାଇଁଙ୍କ କଳି ପୁଣି ଉଗ୍ରରୂପ ଧାରଣ କରିଥିଲା। ସାମାନ୍ୟ କଥାରେ ଜ୍ବାଇଁ ନିଜର ରାଗ ନିୟନ୍ତ୍ରଣ କରି ପାରି ନଥିଲା। ଶେଷରେ ପାଲିଟି ଯାଇଥିଲା ହତ୍ୟାକାରୀ। ଶୁଶ୍ବରକୁ ହତ୍ୟା କରିବା ପରେ ପରିବାର ଲୋକେ ପୋଲିସ୍‌କୁ ଫୋନ କରିଥିଲେ। ହତ୍ୟା ପଛରେ ଘରୋଇ କଳି ନା ଅନ୍ୟ କିଛି ରହସ୍ୟ ରହିଛି। ଏହାର ଛାନଭିନ୍ କରୁଛି ପୋଲିସ୍।

   Related Posts