Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

କୋଏମ୍ବାଟୁର୍‌ରୁ ଆସିଲେ ପ୍ରବାସୀ, ଭଦ୍ରକରେ ପହଞ୍ଚିଲା ସପ୍ତମ ଟ୍ରେନ

15/05/2020 at 8:10 PM

ଭଦ୍ରକ୧୫/୫: ଭଦ୍ରକ ଜିଲ୍ଲା ଚରମ୍ପାରେ ପହଞ୍ଚିଲା ଶ୍ରମିକ ସ୍ବତନ୍ତ୍ର ଟ୍ରେନ। କୋଏମ୍ବାବାଟୁରରୁ ଆସିଛି ଏହି ସ୍ୱତନ୍ତ୍ର ଟ୍ରେନ । ଟ୍ରେନରେ ଆସିଛନ୍ତି ପ୍ରବାସୀ । ସ୍କ୍ରିନିଂ ପରେ ନିଜ ନିଜ ବ୍ଲକ ଓ ଜିଲ୍ଲାକୁ ସ୍ୱତନ୍ତ୍ର ବସ୍ ଯୋଗେ ଫେରିବେ।

ପୂର୍ବରୁ ମଧ୍ୟ ଭଦ୍ରକ ଜିଲ୍ଲା ଚରମ୍ପା ଷ୍ଟେସନରେ ଗୋଟେ ସ୍ବତନ୍ତ୍ର​‌ ଟ୍ରେନ ଆସିଥିଲା। ପ୍ରବାସୀଙ୍କୁ ନେଇ ପୁଣି ଆସିଛି ଏକ ନୂଆ ଟ୍ରେନ। ପୂର୍ବରୁ ଗୁଜୁରାଟର ଥାନଗଡରୁ ଚରମ୍ପା ପହଞ୍ଚିଥିଲା। ଏହି ଟ୍ରେନରେ ୩୨୬ ପ୍ରବାସୀ ଆସିଛନ୍ତି । ସ୍କ୍ରିନିଂ ପରେ ନିଜ ଜିଲ୍ଲା ଓ ବ୍ଲକକୁ ସ୍ବତନ୍ତ୍ର ବସରେ ଯିବେ ପ୍ରବାସୀ ।

ଗତକାଲି ରାତିରେ ଆନ୍ଧ୍ରପ୍ରଦେଶର ଗୁଣ୍ଠୁରର ମଙ୍ଗଳଗିରିରୁ ଶ୍ରମିକ ସ୍ପେଶାଲ ଟ୍ରେନ୍ ଯୋଗେ ପ୍ରବାସୀ ଓଡ଼ିଆ ଭଦ୍ରକରେ ପହଞ୍ଚିଥିଲେ । ଚରମ୍ପା ଷ୍ଟେସନରେ ପ୍ରାୟ ୪୦୦ ପ୍ରବାସୀ ଓହ୍ଲାଇବା ପରେ ସମସ୍ତଙ୍କୁ ସ୍କ୍ରିନିଂ କରାଯାଇଛି । ଭଦ୍ରକ ଷ୍ଟେସନରେ ପ୍ରବାସୀ ଓହ୍ଲାଉଥିବାରୁ ଲୋକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଷ୍ଟେସନ ପରିସର ସମେତ ୫୦୦ ମିଟର ଦୂରତା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିଛି ।

   Related Posts