Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ମହିଳାଙ୍କ ମହାନତା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୬୬୫୭୩ ଟଙ୍କା ଦାନ କଲେ ସ୍ବୟଂ ସହାୟକ ଗୋଷ୍ଠୀ

28/05/2020 at 4:41 PM

ବାଲିପାଟଣା୨୮/୫: କରୋନା ମହାମାରୀର ମୁକାବିଲା ପାଇଁ ବିଭିନ୍ନ ଅନୁଷ୍ଠାନ, ସଂଘ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରୁଛନ୍ତି। ମହିଳାମାନେ ମଧ୍ୟ କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରୁଛନ୍ତି । କରୋନା ମୁକାବିଲା ପାଇଁ ପ୍ରତାପ ଶାସନର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ  ସହାୟତାର ବଢ଼ାଇଛନ୍ତି । ଏନେଇ  ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସେମାନେ ୬୬୫୭୩ ଟଙ୍କା ସହାୟତା କରିଛନ୍ତି । ୬୬୫୭୩ ଟଙ୍କା ଦାନ କରିଛନ୍ତି ପ୍ରତାପ ଶାସନ ଆଂଚଳିକ ମହିଳା ସଂଘ । ସଂପ୍ରତି କରୋନା ମହାମାରୀକୁ ନେଇ ସାରା ରାଜ୍ୟ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଥିବା ବେଳେ ମହିଳା ସଂଘର ଦାନକୁ ସମସ୍ତେ ପ୍ରସଂଶା କରିଛନ୍ତି । ବାଲିଅନ୍ତା ବିଡିଓଙ୍କ ଜରିଆରେ ଦାନ କରିଛନ୍ତି ମହିଳା ସଂଘର ସଭାନେତ୍ରୀ ପୁଷ୍ପଲତା ମୁଦୁଲି, ସଂପାଦିକା ସନ୍ଧ୍ୟାରାଣୀ  ପଣ୍ଡା ସହ ଅନ୍ୟ କର୍ମକର୍ତ୍ତା ଏବଂ ସଭ୍ୟା ଉପସ୍ଥିତ ଥିଲେ ।

   Related Posts