Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ତୁରନ୍ତ ଆକ୍ସନ: ୭ଟି ଗାଁକୁ ୭୨ ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା କଲେ ସରପଞ୍ଚ

5/06/2020 at 1:39 PM

ପାଟଣା୫/୬: ସଠିକ୍ ବାଟରେ ଜିଲ୍ଲାପାଳଙ୍କ କ୍ଷମତାକୁ ବ୍ୟବହାର କରୁଛନ୍ତି ସରପଞ୍ଚ। ଏମାନେ ପଞ୍ଚାୟତର ସ୍ଥିତି ଦେଖି ତୁରନ୍ତ ଆକ୍ସନ ନେଉଛନ୍ତି। କରୋନା ମହାମାରୀ ଭଳି ଭୟଙ୍କର ପରସ୍ଥିତିର ମୁକାବିଲା କରିବାରେ ସରପଞ୍ଚମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି। ବାଇକଳା ପଞ୍ଚାୟତ ୭ ଟା ଗାଁକୁ ୭୨ ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ କୌଶଲ୍ୟା କାଲୁଣ୍ଡିଆ। ମିଳିଥିବା ସୂଚନା ଅନୁସାରେ ପଞ୍ଚାୟତ ସଙ୍ଗରୋଧରୁ ଯାଇ ହୋମ୍ କ୍ବାରେଣ୍ଟଇନ୍‌ରେ ଥିବା ଜଣେ ମହାରାଷ୍ଟ୍ର ଫେରନ୍ତା ଯୁବକଙ୍କ ଠାରେ କରୋନା ପିଜେଟିଭ ଚିହ୍ନଟ ପରେ ଜିଲ୍ଲାପାଳ କ୍ଷମତାକୁ ପ୍ରୟୋଗ କରିଛନ୍ତି ସରପଞ୍ଚ।

   Related Posts