ତୁରନ୍ତ ଆକ୍ସନ: ୭ଟି ଗାଁକୁ ୭୨ ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା କଲେ ସରପଞ୍ଚ

Published By : Prameya-News7 Bureau | June 05, 2020 IST

ପାଟଣା୫/୬: ସଠିକ୍ ବାଟରେ ଜିଲ୍ଲାପାଳଙ୍କ କ୍ଷମତାକୁ ବ୍ୟବହାର କରୁଛନ୍ତି ସରପଞ୍ଚ। ଏମାନେ ପଞ୍ଚାୟତର ସ୍ଥିତି ଦେଖି ତୁରନ୍ତ ଆକ୍ସନ ନେଉଛନ୍ତି। କରୋନା ମହାମାରୀ ଭଳି ଭୟଙ୍କର ପରସ୍ଥିତିର ମୁକାବିଲା କରିବାରେ ସରପଞ୍ଚମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି। ବାଇକଳା ପଞ୍ଚାୟତ ୭ ଟା ଗାଁକୁ ୭୨ ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ କୌଶଲ୍ୟା କାଲୁଣ୍ଡିଆ। ମିଳିଥିବା ସୂଚନା ଅନୁସାରେ ପଞ୍ଚାୟତ ସଙ୍ଗରୋଧରୁ ଯାଇ ହୋମ୍ କ୍ବାରେଣ୍ଟଇନ୍‌ରେ ଥିବା ଜଣେ ମହାରାଷ୍ଟ୍ର ଫେରନ୍ତା ଯୁବକଙ୍କ ଠାରେ କରୋନା ପିଜେଟିଭ ଚିହ୍ନଟ ପରେ ଜିଲ୍ଲାପାଳ କ୍ଷମତାକୁ ପ୍ରୟୋଗ କରିଛନ୍ତି ସରପଞ୍ଚ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.